ଆସନ୍ତା କାଲି କାଲି ବସିବ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ। ଏହା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସୂଚନା ଅନୁଯାୟୀ ନିର୍ବାଚନ କମିଟି ବୈଠକରେ ସବୁ ଆସନ ପାଇଁ ପ୍ରାର୍ଥୀ ସ୍ଥିର ହେବ।ମିଟିଂର ସବିଶେଷ ତଥ୍ୟ ଦଳର ସଂସଦୀୟ କମିଟିକୁ ପଠାଯିବ।
ଆଜି ଦିଲ୍ଲୀରୁ ଫେରିଲା ପରେ ବିଜେଡି ବିଜେପି ମେଣ୍ଟକୁ ନେଇ ସେ ବୟାନ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ଏକାକୀ ସରକାର ଗଢିବ ବେଜପି।