ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୫ ତାରିଖ ଗୁରୁବାର ଠାରୁ କେନ୍ଦୁଝର ଗସ୍ତରେ ଯିବେ । ସେ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରରେ ରହିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି କେନ୍ଦୁଝରରେ ଦୀପାବଳି ପାଳନ କରିବେ । ସେଠାରେ ସେ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଦୀପାବଳି ପାଳନ କରିବେ । ଏହା ସହିତ ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବାର ସମ୍ଭାବନା ରହିଛି । Post navigation Cyclone ‘Arnab’ Impact: ପୂର୍ବ ସରକାରରେ ଜଳସେଚନ ପ୍ରକଳ୍ପ ଓ ଡ୍ୟାମ୍ ନିର୍ମାଣ ନହେବା ବନ୍ୟା ବିପର୍ଯ୍ୟୟର କାରଣ: ବିରଂଚି ନାରାୟଣ ତ୍ରିପାଠୀ Relief Package for Cyclone Affected Families: ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବିତ ପରିବାର ପାଇଁ ୧୦୭.୭୦ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର