BJP Announces New Appointments in Social Media and IT Departments
ଦଳୀୟ ସାମାଜିକ ଗଣମାଧ୍ୟମ ଏବଂ ଆଇଟି ବିଭାଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ନୂଆ ନିଯୁକ୍ତି ଘୋଷଣା କରାଯାଇଛି ।
 
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଜ୍ୟୋତି ରଞ୍ଜନ ନାୟକଙ୍କୁ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ଗୋପିନାଥ ସାହୁଙ୍କୁ ରାଜ୍ୟ ଆଇଟି ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *