ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ଡେଲଟା ଛକ ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏଠାରେ ନିର୍ମାଣ ହେଉଥିବା ନିର୍ମାଣାଧୀନ କୋଠାର କିଛି ଅଂଶ ଦବିଯାଇ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ସେଠାରେ କାର୍ଯ୍ୟରତ କେତେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । Post navigation Odisha DGP Appointment Case: ଓଡ଼ିଶା ଡିଜିପି ଚୟନ ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି Panchayat and Municipal Polls: ପଞ୍ଚାୟତ ଓ ପୌର ନିର୍ବାଚନ; ବୁଥଗୁଡିକ ଠିକ୍ ଅଛି ନା ନାହିଁ ଫିଜିକାଲ୍ ଭେରିଫିକେସନ୍ ନିର୍ଦ୍ଦେଶ