ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତୀକରଣ ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଶକ୍ତିଶ୍ରୀ’ ପଦକ୍ଷେପ ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ୫ ଜଣ ପ୍ରତିଷ୍ଠିତ ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ଚିହ୍ନଟ ଓ ମନୋନୀତ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ଜିଲ୍ଲା ସ୍ତରୀୟ ଡିଗ୍ରୀ ନୋଡାଲ କଲେଜର ଅଧ୍ୟକ୍ଷ/ଅଧ୍ୟକ୍ଷାମାନଙ୍କୁ ବିଧିବଦ୍ଧ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। Post navigation US Strikes Iran Near Strait of Hormuz; Iran Hits US Bases Food Safety Raid At Pal Heights Mall: ଜୟଦେବ ବିହାର ପାଲ୍ ହାଇଟ୍ସ KFC ଓ ବର୍ଗର କିଙ୍ଗ୍ରେ ଚଢ଼ାଉ; ଜବତ ହେଲା ବାସି ଓ ଅସ୍ୱାସ୍ଥ୍ୟକର ଚିକେନ୍