ରାଜ୍ୟରେ ଚଳିତ ମୌସୁମୀ ଋତୁରେ ରେକର୍ଡ ପରିମାଣର ବର୍ଷା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ୧ ରୁ ଅଗଷ୍ଟ ୧୯ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୧୦୦୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସାଧାରଣତଃ ୭୮୬.୫ ମିଲିମିଟର ବର୍ଷା ହୋଇଥାଏ। ଅର୍ଥାତ୍ ଏପର୍ଯ୍ୟନ୍ତ ସ୍ୱାଭାବିକ ତୁଳନାରେ ପ୍ରାୟ ୨୨୦ ମିଲିମିଟର ଅଧିକ ବର୍ଷା ହୋଇସାରିଛି ।

 

Leave a Reply

Your email address will not be published. Required fields are marked *