ଦୁଇ ରେଂଜ ମଝିରେ ଫସି ରହିଛି ୯ ଟିକିଆ ହାତୀ । ରେଢ଼ାଖୋଲ ଓ ବଡ଼ବାହାଲ ରେଂଜ ମଝି ଅଙ୍ଗାରପଡ଼ା ଗାଁରେ ଫସିଛନ୍ତି ହାତୀପଲ । ବିଳମ୍ବିତ ରାତିରୁ ୯ ପଟିଆ ହାତୀ ପଲ ରେଢ଼ାଖୋଲ ବନଖଣ୍ଡ, ଵଡବାହାଲ ରେଂଜ ଓ ରେଢ଼ାଖୋଲ ରେଂଜର ଅଙ୍ଗାରପଢା ଗାଁ ମଝିରେ ଫସି ରହିଛନ୍ତି । ଉଭୟ ରେଂଜରେ ଥିବା ଗାଁ ଲୋକେ ବାଟ ନଛାଡିବା ଯୋଗୁ ହାତୀପଲ ଵାହାରି ପାରୁନାହାନ୍ତି । ଧାନ ଅମଳ ସମୟରେ ହାତୀ ଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ହାତୀ ଘୋଉଡାଇଵାରେ ବନବିଭାଗ ବିଫଳ । ବନବିଭାଗ ମାଇକ ଧରି ଲୋକଙ୍କୁ ସଚେତନ କରୁଛନ୍ତି । Post navigation କଂଗ୍ରେସ ସହ ମେଣ୍ଟ କରିବାକୁ ବ୍ୟାକୁଳ ବିଜଦ ! ହେଲିକପ୍ଟର ନାଁ ଶୁଣି ଚିହିଁକୁଚନ୍ତି ତପସ୍ୱୀ