ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ୁଥିବାରୁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍‌ ଖୋଲିବ। ଅପରାହ୍ନ ୧ଟା ବେଳେ ୬ଟି ଗେଟ୍‌ ଖୋଲିବ। ଏ ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟଯନ୍ତ୍ରୀ । ସତର୍କ ଘଣ୍ଟି ବାଜିଲା। ପୂର୍ବାହ୍ନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୦.୯୧ ଫୁଟ୍ ରହିଛି।

Leave a Reply

Your email address will not be published. Required fields are marked *