ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୩ ମାସ ଭିତରେ ପୂରଣ ହେବ ୫ହଜାର ନର୍ସିଂ ପଦବୀ । ଏହାକୁ ନେଇ ଖୁବଶ୍ରୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । Post navigation Kabisuryanagar Custodial Death: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ୩ ପୋଲିସ୍ ଅଧିକାରୀ ନିଲମ୍ବିତ, ଆଇପିଏସ୍ ତାଲିମପ୍ରାପ୍ତ ନିତିଶ ମିଶ୍ରଙ୍କୁ ବଦଳି CM’s Grievance Cell: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମାଧାନ ହୋଇଛି ୯୬% ଅଭିଯୋଗ