Tag: Nursing post

Nursing Posts to be Filled Within 3 Months: ୩ ମାସରେ ପୂରଣ ହେବ ୫ ହଜାର ନର୍ସିଂ ପଦବୀ: ମୁକେଶ ମହାଲିଙ୍ଗ

ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୩ ମାସ ଭିତରେ ପୂରଣ ହେବ ୫ହଜାର ନର୍ସିଂ ପଦବୀ । ଏହାକୁ ନେଇ ଖୁବଶ୍ରୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ବୋଲି ଆଜି…