ବୃକ୍ଷରୋପଣ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଏ ବର୍ଷ ରାଜ୍ୟରେ ୫ କୋଟି ଗଛ ଲଗାଯିବ ବୋଲି କହିଛନ୍ତି। ୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଦିଆଯିବ। ପରିବେଶ ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଲିଥିନ ମଧ୍ୟ ଦିଆଯିବ। ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ୧୯ ଲକ୍ଷ ତାଳ ଗଛ ଲାଗିବ।

Leave a Reply

Your email address will not be published. Required fields are marked *