ମଞ୍ଚେଶ୍ୱର ରେଳ ଷ୍ଟେସନରେ ତିନୋଟି ପ୍ରମୁଖ ଟ୍ରେନ୍ ଅଟକିବା ପାଇଁ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରବାସୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅନୁରୋଧ କରି ଆସୁଥିଲେ । ଭାରତୀୟ ରେଳବାଇ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁରୋଧକୁ ଆଜି ଗ୍ରହଣ କରିଛି । କୋଣାର୍କ ଏକ୍ସପ୍ରେସ୍, ବିଶାଖା ଏକ୍ସପ୍ରେସ୍ ଓ ୱାଇଜାକ-ଭୁବନେଶ୍ୱର ଏକ୍ସପ୍ରେସ୍ ଏବେ ମଞ୍ଚେଶ୍ୱରରେ ଅଟକିବା ନେଇ ଷଡ଼ଙ୍ଗୀ ‘X’ ରେ ସୂଚନା ଦେଇଛନ୍ତି । Post navigation ବଦଳିବନି ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ଥାନା ଉତ୍ପୀଡ଼ନର ନିଜେ ଭୁକ୍ତଭୋଗୀ କହିଲେ ମୋହନ ମାଝୀ