ସ୍କ୍ରବ୍‌ ଟାଇଫସ୍‌ର ମାମଲା ଦିନକୁ ଦିନ ବଢିଚାଲିଛି। ଏପର୍ଯ୍ୟନ୍ତ ସରକାରୀ ହସ୍ପିଟାଲରେ ୩ ସ୍କ୍ରବ୍‌ ଟାଇଫସ୍‌ ରୋଗୀଙ୍କୁ ଚି଼ହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ବେସରକାରୀ ଭାବେ ବରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ୨୫ ରହିଛି। ସପ୍ତାହକ ମଧ୍ୟରେ ପ୍ରାୟ ୩ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *