ଢେଙ୍କାନାଳ ମୋଟଙ୍ଗା ଥାନା ବଦାଳୁ ଗାଁ ଗୋପାଳପୁର କଳା ମୁଗୁନି ପଥର ଖାଦାନରେ ବଡ଼ ଧରଣର ବିସ୍ଫୋରଣ ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଜିଲ୍ଳାର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ାଉ ପରେ ୧୫ଟି କ୍ରସର ଓ ୨୬ଟି ବେଆଇନ ପଥର ଖଣି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ବେଆଇନ ପରିବହନ ଓ ବିସ୍ଫୋରକ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । କହିରଖୁଛୁ ଯେ, ବିନା ବ୍ଲାଷ୍ଟିଂ ଅନୁମତିରେ ମୁଗୁନି ପଥର ଖାଦାନରେ ଡିନାମାଇଟ୍ ଲଗାଇ ପଥର ଉତ୍ତୋଳନ ଚଲାଇଥିଲେ ଲିଜ୍ଧାରୀ । ଫଳରେ ବେଆଇନ ଖଣି ବିସ୍ଫୋରଣ ସମୟରେ ମାଟି ଓ ପଥର ଅତଡା ଖସି ଦୁଇ ନୀରିହ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । Post navigation BMC To Impose User Fee: ୟୁଜର ଫି ଆଦାୟ କରିବ ବିଏମ୍ସି Bangladesh Clashes: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା