ଆଜି ବିଧାନସଭା ଗୃହରେ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ ରାଜ୍ୟରେ ବିଗତ ତିନି ବର୍ଷରେ କେଉଁ ଜିଲ୍ଲାର କେଉଁ ନଦୀର କେଉଁ ଘାଟ, କେଉଁ ସମୁଦ୍ର ବେଳାଭୂମି ଓ ପୋଖରୀରେ ବୁଡି କେତେଜଣ ମୃତ୍ୟୁବରଣ କରିଛନ୍ତି ?

ଏହାର ଉତ୍ତରରେ ମୁ୍‌ଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ୩ ବର୍ଷରେ ୨୦୬୪ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ନଦୀ, ସମୁଦ୍ର, ପୋଖରୀରେ ବୁଡ଼ି ୨୦୬୪ ଜଣଙ୍କ ମୃତ୍ୟୁ ହୋଇଛି। କଟକରେ ସର୍ବାଧିକ ୨୫୨ ଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୟୂରଭଞ୍ଜରେ ୨୫୧, କୋରାପୁଟରେ ୨୦୭ ଓ ନବରଙ୍ଗପୁରରେ ୧୦୨ ରହିଛି।

Leave a Reply

Your email address will not be published. Required fields are marked *