Day: 23 October 2026

Low Pressure Forms Over Bay of Bengal: ୨୬ରେ ବାତ୍ୟା ସମ୍ଭାବନା; ଓଡ଼ିଶା ଓ ଆନ୍ଧ୍ର ଉପକୂଳ ପାଇଁ ବଢ଼ିଲା ସତର୍କତା

ଏକ ଘୂର୍ଣ୍ଣିବଳୟର ପ୍ରଭାବ କାରଣରୁ ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗିରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ଶୁକ୍ରବାର ସକାଳ ସାଢ଼େ ପାଞ୍ଚଟାର ଆକଳନ…

Balianta Brutal Murder: ବାଲିଅନ୍ତାରେ ପୁଣି ହିଂସା; ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପାଟଣା ଗାଁରେ ପୁଣି ଏକ ନିର୍ଦ୍ଦୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି…

Para Asian Games 2026: ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତ ଜିତିଲେ ରୌପ୍ୟ ପଦକ

ଜାପାନରେ ଚାଲିଥିବା ୨୦୨୬ ଏସୀୟ ପାରା ଗେମ୍ସରେ ଓଡ଼ିଶାର ନାମ ପୁଣି ଥରେ ଉଜ୍ଜ୍ୱଳ କରିଛନ୍ତି ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ୍‌ର ପୁରୁଷ SL-3 ଇଭେଣ୍ଟରେ ପ୍ରମୋଦ ଭଗତ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ବିଜୟ ସହ ଚଳିତ ପାରା ଏସିଆନ୍…

Nuclear Power Project In Nabarangpur: ନବରଙ୍ଗପୁରରେ ପ୍ରସ୍ତାବିତ ଆଣବିକ ପ୍ରକଳ୍ପକୁ ବିରୋଧ: ତେନ୍ତୁଳିଖୁଣ୍ଟିରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ହୁର୍ମିଗୁଣ୍ଡା ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ହିର୍ମିମୁଣ୍ଡା ପଡ଼ିଆରେ ପ୍ରସ୍ତାବିତ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ବିରୋଧରେ ଏକ ବିଶାଳ ଗଣସମାବେଶ ସଂଘଠିତ ହୋଇଯାଇଛି। ଆଣବିକ…