Day: 28 September 2026

Paneer Adulteration Crackdown: ପନିର ଓ ଛେନା ଅପମିଶ୍ରଣ ମାମଲା: ନିଆଳିରେ ୨୭୫ ଜଣଙ୍କ ନାଁରେ ହୋଇଛି ଏତଲା

ରାଜ୍ୟରେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରବାର ବିରୋଧରେ ରାଜ୍ୟ ସରକାର ଆଭିମୁଖ୍ୟ କଠୋର କରିଛନ୍ତି। ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଅପମିଶ୍ରିତ ପନିର ଓ ଛେନା ବିକ୍ରି ଏବଂ…

Nimapada Gang Rape Case: ନିମାପଡ଼ାରେ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ପୁରୀ ଜିଲ୍ଲା ନିମାପଡ଼ାର କେନାଲ ରୋଡ୍‌ସ୍ଥିତ ନନ୍ଦିନୀ ଗେଷ୍ଟ ହାଉସ୍‌ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଚାଞ୍ଚଲ୍ୟକର ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ…

Mega Water Projects Delayed in Brahmapur: ବ୍ରହ୍ମପୁରରେ ଜଳ ଜୀବନ ମିଶନ କାର୍ଯ୍ୟରେ ବିଳମ୍ବ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଜଳ ଜୀବନ ମିଶନର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ, ଠିକାସଂସ୍ଥାଗୁଡ଼ିକର ଅବହେଳା ଏବଂ ବିଭିନ୍ନ ପ୍ରଶାସନିକ ପ୍ରତିବନ୍ଧକକୁ ନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।…

कोहली और गिल के शतक की मदद से पहले वनडे में भारत की जीत, वेस्टइंडीज को 8 विकेट से हराया

रविवार, 27 सितंबर को तिरुवनंतपुरम के ग्रीनफील्ड इंटरनेशनल स्टेडियम में खेले गए पहले वनडे मैच में विराट कोहली ने शानदार शतक लगाकर लक्ष्य का पीछा करने को एकतरफा मुकाबले में…

Bank Strike Deferred: ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ଏବଂ ଇଣ୍ଡିଆନ୍ ବ୍ୟାଙ୍କସ ଆସୋସିଏସନ୍ (IBA) ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଗାମୀ ସପ୍ତାହରେ ହେବାକୁ ଥିବା ୩ ଦିନିଆ ଦେଶବ୍ୟାପୀ…