Day: 24 June 2026

Puri Encounter: ବଳିଆପଣ୍ଡା ହୋଟେଲ୍‌ ମାଲିକ ହତ୍ୟା ମାମଲା; ଅଭିଯୁକ୍ତ ଚନ୍ଦନ ପଲାରଙ୍କୁ ଏନ୍‌କାଉଣ୍ଟର

ପୁରୀରେ ଏନ୍‌କାଉଣ୍ଟର । ବଳିଆପଣ୍ଡାରେ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପୁରୀ ପୋଲିସ । ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତକୁ ଓମ୍କାରେଶ୍ୱର ରୋଡରେ ଏନକାଉଣ୍ଟର୍ କରିଛି ପୋଲିସ । ଏହା ପରେ…