Day: 22 April 2026

Odisha Census 2026: ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଜନଗଣନା: ରାଜସ୍ବ ମନ୍ତ୍ରୀ

ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଜନଗଣନା ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ବିଭାଗ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,…

New Broad Gauge Rail Line: ରାୟଗଡ଼ାରେ ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ସ୍ୱତନ୍ତ୍ର ରେଳ ପ୍ରକଳ୍ପକୁ ମିଳିଲା କେନ୍ଦ୍ରର ଅନୁମୋଦନ

ରାୟଗଡା ଜିଲ୍ଲାର ଟିକିରିକୁ ସିଜିମାଲି ବକ୍ସାଇଟ୍ ଖଣି ସହିତ ସଂଯୋଗ କରିବା ପାଇଁ ଏକ ନୂତନ ରେଳ ଲାଇନ ପ୍ରସ୍ତାବିତ ହୋଇଛି । ରେଳ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରକଳ୍ପକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ର ମାନ୍ୟତା…

Konark Sun Temple Sand Removal Work: କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି

କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢ଼ାଯିବ ବାଲି । ଆଇଆଇଟି ମାଡ୍ରାସ ଲ୍ୟାବର ରିପୋର୍ଟ ପରେ ଏଏସ୍‌ଆଇ ଆରମ୍ଭ କଲା ବାଲିକଢ଼ା ପ୍ରକ୍ରିୟା । ୮୦ଫୁଟ ଉଚ୍ଚ ସୂର୍ଯ୍ୟମନ୍ଦିରର ପଶ୍ଚିମ କାନ୍ଥରେ କଣା କରାଯାଇ କଢ଼ାଯିବ ବାଲି। ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ…

JEE Main 2026 Session 2: ଜେଇଇ ମେନ୍ ୨୦୨୬ରେ OAVର ୧୪୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୁଗ୍ମ ପ୍ରବେଶିକା ପରୀକ୍ଷା ମୁଖ୍ୟ ୨୦୨୬ (ସେସନ୍ ୨) ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି, ଯାହା ଶିକ୍ଷାଗତ ଉତ୍କର୍ଷତା ପ୍ରଦର୍ଶନ କରି ଏବଂ ଓଡ଼ିଶାର ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାର ଶକ୍ତିକୁ ସୁଦୃଢ଼ କରିଛି। ବିଭିନ୍ନ ଓଡ଼ିଶା…

Odisha Census: ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ରାଜ୍ୟରେ ଚାଲିଥିବା ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ତତ୍ପରତା ଦେଖାଇଛି ରାଜ୍ୟ ସରକାର । ରାଜ୍ୟ ସାରା ଦୁର୍ଘଟଣା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା ରିପୋର୍ଟ ଆସିବା ପରେ ଚାଲିଥିବା ରାଜ୍ୟର ଜନଗଣନା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ସାମିଲ କର୍ମଚାରୀମାନଙ୍କ…