Day: 16 April 2026

CBSE Matric Result 2026: ସିବିଏସ୍‌ଇ ପରୀକ୍ଷାରେ ଟପର୍‌ ହୋଇଥିବା ଓଡ଼ିଶାର ଦୁଇ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଅପ୍ରିଲ୍‌ ୧୫ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ । ପୁରୀ ସ୍ଥିତ ମଦର ପବ୍ଲିକ୍‌ ସ୍କୁଲର…

Heat Wave Warning: ଆଗାମୀ ୨ ଦିନରେ ତାପମାତ୍ରା ବଢିବା ସମ୍ଭାବନା; ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି

ଏପ୍ରିଲ ଆରମ୍ଭରୁ ହିଁ ଗ୍ରୀଷ୍ମ ପ୍ରବାହ ଭୟଙ୍କର ରୂପ ନେଇଛି । ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ତାତି ବୃଦ୍ଧି ହେତୁ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ବ୍ୟାପକ ପ୍ରଭାବ ପକାଇଛି। ଆଗାମୀ ୨ ଦିନରେ…

Digital Census 2026: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍‌ ଜନଗଣନା

ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍‌ ଜନଗଣନା । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା ୨୦୨୬ ଆରମ୍ଭ ହୋଇଛି। ଆଜି ଘର ଘର ବୁଲି ଜନଗଣନା କରିବେ ୯୦ ହଜାର ୨୦୦ ଅଧିକାରୀ…

5 Jawans Injured: ସରଣ୍ଡାରେ ସୁରକ୍ଷାବଳ-ମାଓବାଦୀ ଗୁଳି ବିନିମୟରେ ୫ ଯବାନ ଆହତ; ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । କୋଇଡ଼ା ଅଞ୍ଚଳର ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୂଚନା ଅନୁଯାୟୀ, ଏହି ଅପରେସନ୍‌ରେ ୫ ଜଣ ଯବାନ ଆହତ ହୋଇଛନ୍ତି…