Month: January 2026

Subhadra Bus Soon In Bhubaneswar: ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍‌’

ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍‌’ । ରାଜଧାନୀ ଭୁବନେଶ୍ୱରରେ ମହିଳା ଯାତ୍ରୀଙ୍କ ପାଇଁ ‘ସୁଭଦ୍ରା ବସ୍‌’ ଚଳାଇବା ପାଇଁ ସ୍ଥିର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Joranda Magha Mela Begins: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଢେଙ୍କାନାଳର ଯୋରନ୍ଦା ମହିମାଗାଦିରେ ଏହି ମେଳା ଆୟୋଜନ ହେଉଛି । ମହିମା ଧର୍ମର ଉତ୍ପତ୍ତି ସ୍ଥଳ ହେଉଛି ଯୋରନ୍ଦା ମହିମାଗାଦି । ଚଳିତବର୍ଷ ମାଘମେଳା ୧୫୩ ବର୍ଷରେ ପହଞ୍ଚିଛି । ମହିମା ସାଧୁମାନେ…

Mayurbhanj Mahotsav 2026: ରାଜଧାନୀରେ ରାଜ୍ୟପାଳଙ୍କ ଦ୍ୱାରା ମୟୂରଭଞ୍ଜ ଉତ୍ସବ ଉଦଘାଟିତ

ସଂସ୍କୃତି ଓ ବିକାଶ ପରସ୍ପର ବିରୋଧୀ ନୁହନ୍ତି ବରଂ ପରସ୍ପର ପରିପୂରକ ବୋଲି ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି I ଶୁକ୍ରବାର ଦିନ ମୟୁରଭଞ୍ଜ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆୟୋଜିତ ତିନିଦିନିଆ ମୟୁରଭଞ୍ଜ…

Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ । ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ…

Odisha Politics: ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି

ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍ ଆଗରେ ଭୁଲ ତଥ୍ୟ ଉପସ୍ଥାପନ କରି ଏକ ଗୋଲାପୀ ଚିତ୍ର ପ୍ରଦର୍ଶନ କରିଛନ୍ତି ବୋଲି ବିଜୁ ଜନତା ଦଳ ଆଜି ଅଭିଯୋଗ କରିବା ସହିତ ଗତ ୧୮ ମାସରେ ଅଧିକାଂଶ କ୍ଷେତ୍ରରେ ରାଜ୍ୟ…

Gandhi Pathe Odisha Padyatra: ଭଦ୍ରକ ଜିଲ୍ଲାରେ ପିସିସି ସଭାପତିଙ୍କ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରା

ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଭଦ୍ରକର ଇରମ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ଏବଂ ସେଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ବାସୁଦେବପୁର ପର୍ଯ୍ୟନ୍ତ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରାରେ ଯାଇଥିଲେ…

Death Of Domestic Help In Minister’s House: ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହଯୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅପମୃତ୍ୟୁ ଓ ତରବରିଆ ଭାବେ ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାରେ ଛିଡା…

Budget Session Of Odisha Assembly: ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ

ଚଳିତ ବର୍ଷ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ । ଏହି ବଜେଟ ଅଧିବେଶନ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି ବିଧାନସଭାରେ ଅଭିଭାଷଣ ରଖିବେ…

Orissa High Court Contempt Case: ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଲେ IAS ଉଷା ପାଢ଼ୀ

ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଲେ ଆଇଏଏସ୍‌ ଉଷା ପାଢ଼ୀ । ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଉଷା ପାଢ଼ୀ । ଏହାସହିତ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ନିର୍ଦ୍ଦେଶ ପାଳନ ହୋଇଥିବାରୁ…

Smart Meter Scam: स्मार्ट मीटर स्कैम: 488 करोड़ का ‘स्मार्ट’ घोटाला?

प्रदूषण सर्टिफिकेट जैसे मामलों में पहले ही ओड़िशा सरकार अपने हाथ जला चुकी है और अब स्मार्ट मीटर परियोजना में भी सरकार ने मानो अपने पैर कीचड़ में डाल दिए…