Month: January 2026

Vice President In Odisha: ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍

ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍ । ନିର୍ଦ୍ଧାରିତ ସମୟର ୨୫ ମିନିଟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ କଟକ ଯାଇଛନ୍ତି । ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

Saraswati Puja: ଆଜି ପବିତ୍ର ଶ୍ରୀ ପଞ୍ଚମୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପବିତ୍ର ଶ୍ରୀ ପଞ୍ଚମୀ। ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ । ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜା ହୋଇଥାଏ। ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଭକ୍ତିପୂତ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।…

15 Maoists killed in Jharkhand encounter

Jharkhand Encounter: ଝାଡ଼ଖଣ୍ଡରେ ଏନକାଉଣ୍ଟର; ୧୫ ମାଓବାଦୀ ନିପାତ

ମାଓ ଦମନ ନେଇ ବଡ଼ ଅଭିଯାନ । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଆଜି ସୁରକ୍ଷାବାହିନୀଙ୍କ ଦ୍ୱାରା ୧୫ ଜଣ ନକ୍ସଲ ନିହତ ହୋଇଛନ୍ତି । ନିପାତ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ…

BJD Holds Key Political Affairs Committee Meeting

Naveen Chairs BJD PAC Meeting: ନବୀନ ନିବାସରେ ସରିଲା ବିଜେଡି ରାଜନୈତିକ ବ୍ୟାପାର କମିଟିର ଷଷ୍ଠ ବୈଠକ

ଆଜି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠ ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ…

BBSR Airport Issues Advisory: ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ

ସାଧାରଣ ଦିବସ ଉପଲକ୍ଷେ ଯାତ୍ରୀଙ୍କ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ହାତରେ ଯଥେଷ୍ଟ ସମୟ ରଖି ବିମାନ ବନ୍ଦର ଆସନ୍ତୁ ଯାତ୍ରୀ । ଚେକ୍ ଇନ ପ୍ରକ୍ରିୟା ପାଇଁ ହାତରେ ଯଥେଷ୍ଟ ସମୟ…

Revenue Inspector in Vigilance Trap: ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଇନିସ୍ପେକ୍ଟର

ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ। ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି ଆର୍ ଆଇ ଜାନକୀ ରଞ୍ଜନ ମଲ୍ଲିକ । କଟକ ସଦର ତହସିଲ୍ କଖଡ଼ି ସର୍କଲ ଆର୍ ଆଇ ଜାନକୀ ରଂଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବା…

BJD PAC Meeting: ଆଜି ସନ୍ଧ୍ୟାରେ ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ

ଆଜି ସନ୍ଧ୍ୟାରେ ବସିବାକୁ ଯାଉଛି ବିଜେଡିର ବଡ଼ ବୈଠକ। ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସନ୍ଧ୍ୟା ୫ଟାରେ ରାଜନୈତିକ ବ୍ୟାପାର କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ ନବୀନ । ତେବେ…

Army Vehicle Plunges Into 200 Feet Gorge: ୨୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ସହିଦ

ଜାମ୍ମୁ କଶ୍ମୀରରୁ ଏକ ଦୁଃଖଦ ଖବର ଆସିଛି । ଦୁର୍ଘଟଣାରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁବାର ଡୋଡା ଜିଲ୍ଲାରେ ଏକ ୨୦୦ ଫୁଟ୍ ଘାଇକୁ ସେନାର ଗାଡ଼ି ଖସିପଡ଼ିବା ଫଳରେ ୧୦ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

Gram Rakshis Allowance Hike: ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଗ୍ରାମାଞ୍ଚଳରେ ଆଇନ…

Subhadra Yojana: ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ମିଳିଲା ସୁଭଦ୍ରା ଟଙ୍କା । ବାଦ୍‌ ପଡ଼ିଥିବା ଓ ନୂଆ ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ୩୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଭଦ୍ରା ଟଙ୍କା…