Day: 13 January 2026

Subhadra Yojana: ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା

ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା । ତାଙ୍କ ଭିତରୁ…

Fire breaks out at Jharsuguda Railway Station: ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ । ରେଲୱେ ଷ୍ଟେସନର ୧ ନମ୍ବର ପ୍ଲାଟ ଫର୍ମରେ ନିଆଁ ଲାଗିଥିଲା। ଷ୍ଟେସନ ମାଷ୍ଟରଙ୍କ କ୍ୟାବିନ୍‌ରେ ନିଆଁ ଲାଗିଥିବା ସୂଚନା । ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଇଛି । ଘଟଣା ପରେ…

Another Hindu Man Killed In Bangladesh: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟିପିଟି ହତ୍ୟା

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ନିର୍ମମ ହତ୍ୟା। ୨୮ ବର୍ଷୀୟ ସମୀର ଦାସ ନାମକ ଯୁବକଙ୍କୁ ପିଟି ପିଟି ସଂଘବଦ୍ଧ ହତ୍ୟା କରାଯାଇଛି। ଛୁରୀ ଭୁଷିବା ସହ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ପରେ ଅପରାଧୀମାନେ ଏକ ଅଟୋ-ରିକ୍ସା ମଧ୍ୟ…

Humane Sagar Death Case: କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା

କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଦିଆଗଲା ଅନ୍ତରୀଣ ସୁରକ୍ଷା । ହାଇକୋର୍ଟ ଦେଲେ ଅନ୍ତରୀଣ ସୁରକ୍ଷା । ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଅନ୍ତରୀଣ ସୁରକ୍ଷା ଦେଲେ…