Day: 8 January 2026

Salaries Of Three Officers Suspended: ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ

ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ୩ ଅଧିକାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ନିର୍ଦ୍ଦେଶ ରହିଛି…

Odisha Doctors Strike: ସାରା ରାଜ୍ୟରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ; ଓମ୍‌ସା ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ । ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ । ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ।…

Parking Fee Hiked At Puri: ପୁରୀରେ ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି

ପୁରୀରେ ବୃଦ୍ଧି ହେଲା ପାର୍କିଂ ଫି । ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି ହୋଇଛି । ଭକ୍ତ ନିବାସରେ ପାର୍କିଂ ଫି ୫୦୦ ଟଙ୍କା ବୃଦ୍ଧି ହୋଇଛି । ୨୪ ଘଣ୍ଟା ପାଇଁ ଚାରି ଚକିଆ ଯାନ ପିଛା…

Odisha Cold Wave: ଶୀତରେ ଥରୁଛି ଓଡ଼ିଶା; ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ

ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏପରିକି ୧୦ ଡିଗ୍ରୀ ତଳେ ୨୩ ସହର ରହିଥିବା ବେଳେ ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଶୀତରେ ଥରୁଛି…