ଖେଳ ତାଜା ଖବର T20 World Cup 2026: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC January 7, 2026 Papirani ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବେଦନ ଖାରଜ । ଟି-୨୦ ବିଶ୍ବକପ୍ ମ୍ୟାଚ୍ ଭାରତରେ ନ ଖେଳିବାକୁ ଆବେଦନ କରିଥିଲା BCB । ବାଂଲାଦେଶ ଟିମ୍ ଭାରତ ଆସିବ ନାହିଁ ବୋଲି ଆବେଦନ କରିଥିଲା। ନିଜର ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର ପାଇଁ କରିଥିଲା…
ତାଜା ଖବର ରାଜ୍ୟ Bhitarkanika To Remain Closed For Crocodile Census: କାଲିଠାରୁ ୩ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା January 7, 2026 Papirani ଆସନ୍ତାକାଲିଠୁ ୩ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ । ବନଖଣ୍ଡ ପକ୍ଷରୁ ୫୧ଟି ଜାଗାରେ କୁମ୍ଭୀର ଗଣନା କରାଯିବ । ଏହି…
ତାଜା ଖବର ରାଜ୍ୟ Odisha Cold Wave: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ January 7, 2026 Papirani ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ଚାରିଆଡେ ପାରଦ ତଳ ମୁହାଁ ହୋଇଛି । ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍ ଥିବାବେଳେ ମଙ୍ଗଳବାରଠାରୁ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି । ଖାଲି ରାତି ନୁହେଁ, ଦିନ ତାପମାତ୍ରା…
ତାଜା ଖବର ରାଜ୍ୟ Srimandir To Remain Closed: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ January 7, 2026 Papirani ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ବନ୍ଦ ରହିବ ଦର୍ଶନ । ଦ୍ୱିତୀୟ…