Day: 5 January 2026

BJD Leader: ପ୍ରମିଳାଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି

ପୁଣି ମେଳି ବାନ୍ଧିଲେ ବିଜେଡି ନେତା। ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ। ଆଜି ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି। ପ୍ରମିଳାଙ୍କ ସରକାରୀ ବାସଭବନରେ ଏକାଠି…

Crime Branch investigation against Pandian: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ନିରୁତା ଧୂଆଁବାଣ

ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପ୍ରମାଣପତ୍ର ଦାଖଲ ନିମନ୍ତେ କ୍ରାଇମବ୍ରାଞ୍ଚ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ୍ ଜାରି କରିଛନ୍ତି । ସମସ୍ତ ପ୍ରମାଣପତ୍ର ଆସନ୍ତା ୬ ତାରିଖ ସୁଦ୍ଧା କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିବା…

Rajnagar BDO Attack: ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ନିର୍ଦ୍ଦେଶ ।ଓଏଏସ ସଂଘର ଅଭିଯୋଗ ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯାଇଛି । ପୋଲିସ ଅଧିକ୍ଷକଙ୍କ ସହ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା…

Odisha Doctors Protest: ତେଜିଲା ଡାକ୍ତରଙ୍କ ଆନ୍ଦୋଳନ; ୨ ଘଣ୍ଟିଆ ଓପିଡି ବନ୍ଦ

ଦାବି ପୂରଣ ନ ହେବାରୁ ତେଜିଲା ଡାକ୍ତରଙ୍କ ଆନ୍ଦୋଳନ । ଯାହା ଫଳରେ ସାରା ରାଜ୍ୟରେ ବାହ୍ୟ ରୋଗୀ ସେବାରେ ଆହୁରି ବାଧା ଉପୁଜିଛି। ଓମ୍‌ସା ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜିଠୁ ୯ଟାରୁ ୧୧ଟା…

Andhra Road Accident: ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍‌ ଦୁର୍ଘଟଣାଗ୍ରସ୍ତ: ୩ ମୃତ ୨ ଜଣ ଗୁରୁତର

ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଓଡିଶା ଆନ୍ଧ୍ର ସୀମା ପଲାସା ନିକଟ ବାରୁଆ ଛକରେ ଘଟିଛି ଏହି ଦୁର୍ଘଟଣା। ସମସ୍ତେ ଓଡ଼ିଶାର ହୋଇଥିବା…