ତାଜା ଖବର ରାଜ୍ୟ Students Burns At Rayagada: ସ୍କୁଲରେ ଜଳିଗଲେ ଚାରି ଛାତ୍ର, ଅବସ୍ଥା ସଙ୍କଟାପନ୍ନ January 5, 2026 Papirani ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି । ୪ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍କୁଲର ଜଣେ ଛାତ୍ର ଏଭଳି କାଣ୍ଡ…
ତାଜା ଖବର ରାଜନୀତି ରାଜ୍ୟ Congress Pada Yatra: ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା January 5, 2026 Papirani ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବ କଂଗ୍ରେସ। ପିସିସି ସଭାପତି ଭକ୍ତଦାସଙ୍କ ନେତୃତ୍ଵରେ ପଦଯାତ୍ରା। ମାଲକାନଗିରିରୁ ଆରମ୍ଭ ହେବ ପଦଯାତ୍ରା । “ଗାନ୍ଧୀ ପଥେ ଓଡ଼ିଶା” କାର୍ଯ୍ୟକ୍ରମ କରାଯିବ। ଏହି ପଦକ୍ଷେପର ଅଂଶ ସ୍ୱରୂପ, କଂଗ୍ରେସ…
ତାଜା ଖବର ରାଜନୀତି ରାଜ୍ୟ BJD Press Meet on Dhenkanal Mine Incident: ସରକାରୀ ଛତ୍ରଛାୟାରେ ହେଉଛି ଖଣି ଲୁଟ: ବିଜେଡି January 5, 2026 Papirani ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳରେ ଖଣି ବିସ୍ଫୋରଣ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଢେଙ୍କାନାଳ ଜିଲ୍ଲାର…
ତାଜା ଖବର ରାଜ୍ୟ Odisha Vigilance: ଭିଜିଲାନ୍ସ ଜାଲରେ ୨ ଇଞ୍ଜିନିୟର January 5, 2026 Papirani ଲାଞ୍ଚ ଜାଲରେ ମୟୂରଭଞ୍ଜ ଉଦଳାର AEE ଓ JE । ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା ସବ-ଡିଭିଜନର ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ (OLIC)ର ଦୁଇଜଣ ଯନ୍ତ୍ରୀଙ୍କୁ ଜଣେ…
ରାଜ୍ୟ Mega Pipe Water Supply Corruption Incident: ମେଗା ପାଇପ୍ ଜଳ ଯୋଗାଣ ଦୁର୍ନୀତି ଘଟଣା; କିଏ ମନ୍ତ୍ରୀ ଓ ସଚିବ ଥିଲେ ଖୋଲି କହିବେ କି ସରକାର ? January 5, 2026 Papirani ଓଡ଼ିଶାରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ଦୁର୍ନୀତି ହୋଉଛି କି ନାହିଁ ? ଭାଜପା ସରକାର ଦୁର୍ନୀତି ହୋଇଛି ବୋଲି ବିଧାନସଭାରେ ସ୍ବୀକାର କରିଛନ୍ତି । ଏହି ପ୍ରକଳ୍ପ ନବୀନ ସରକାର ଆରମ୍ଭ କରିଥିଲେ ୨୦୧୭ରେ । ପ୍ରାୟ ୩୫…
ତାଜା ଖବର ରାଜନୀତି ରାଜ୍ୟ BJD Leader: ପ୍ରମିଳାଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି January 5, 2026 Papirani ପୁଣି ମେଳି ବାନ୍ଧିଲେ ବିଜେଡି ନେତା। ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ। ଆଜି ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି। ପ୍ରମିଳାଙ୍କ ସରକାରୀ ବାସଭବନରେ ଏକାଠି…
ରାଜନୀତି ରାଜ୍ୟ Crime Branch investigation against Pandian: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ନିରୁତା ଧୂଆଁବାଣ January 5, 2026 Papirani ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପ୍ରମାଣପତ୍ର ଦାଖଲ ନିମନ୍ତେ କ୍ରାଇମବ୍ରାଞ୍ଚ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ୍ ଜାରି କରିଛନ୍ତି । ସମସ୍ତ ପ୍ରମାଣପତ୍ର ଆସନ୍ତା ୬ ତାରିଖ ସୁଦ୍ଧା କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିବା…
ତାଜା ଖବର ରାଜ୍ୟ Rajnagar BDO Attack: ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ January 5, 2026 Papirani ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ନିର୍ଦ୍ଦେଶ ।ଓଏଏସ ସଂଘର ଅଭିଯୋଗ ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯାଇଛି । ପୋଲିସ ଅଧିକ୍ଷକଙ୍କ ସହ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା…
ତାଜା ଖବର ରାଜ୍ୟ Odisha Doctors Protest: ତେଜିଲା ଡାକ୍ତରଙ୍କ ଆନ୍ଦୋଳନ; ୨ ଘଣ୍ଟିଆ ଓପିଡି ବନ୍ଦ January 5, 2026 Papirani ଦାବି ପୂରଣ ନ ହେବାରୁ ତେଜିଲା ଡାକ୍ତରଙ୍କ ଆନ୍ଦୋଳନ । ଯାହା ଫଳରେ ସାରା ରାଜ୍ୟରେ ବାହ୍ୟ ରୋଗୀ ସେବାରେ ଆହୁରି ବାଧା ଉପୁଜିଛି। ଓମ୍ସା ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜିଠୁ ୯ଟାରୁ ୧୧ଟା…
ତାଜା ଖବର ରାଜ୍ୟ Andhra Road Accident: ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍ ଦୁର୍ଘଟଣାଗ୍ରସ୍ତ: ୩ ମୃତ ୨ ଜଣ ଗୁରୁତର January 5, 2026 Papirani ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଓଡିଶା ଆନ୍ଧ୍ର ସୀମା ପଲାସା ନିକଟ ବାରୁଆ ଛକରେ ଘଟିଛି ଏହି ଦୁର୍ଘଟଣା। ସମସ୍ତେ ଓଡ଼ିଶାର ହୋଇଥିବା…