Day: 4 January 2026

Ama Bus Accidents: ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଚଳାଇବେ ଆମ ବସ୍‌: ଉଷା ପାଢ଼ୀ

ଆମ ବସ୍‌ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡ୍ରାଇଭରଙ୍କର ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ…

T20 World Cup: ଟି-୨୦ ବିଶ୍ଵକପ୍ ଖେଳିବାକୁ ଭାରତ ଆସିବନି ବାଂଲାଦେଶ

୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ମୁସ୍ତାଫିଜୁର ରେହମାନଙ୍କୁ IPL ରୁ ବହିଷ୍କାର କରାଯିବା ପରଠାରୁ ମୁହାଁମୁହିଁ ସ୍ଥିତିରେ ଭାରତ ଏବଂ ବାଂଲାଦେଶର କ୍ରିକେଟ ବୋର୍ଡ। ଭାରତକୁ ଟି-୨୦ ବିଶ୍ବକପ୍‌ ଖେଳିବାକୁ ଆସିବାକୁ ମନା କଲା ବାଂଲାଦେଶ…

Khariar King Passed Away: ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଦେହାନ୍ତ

ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଆଜି ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଆଜି ସକାଳ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଦିନ ୧ ଘଣ୍ଟା ରୁ ତାଙ୍କ ଛାତି ରେ…

Pitabas Panda Murder: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ ଏସଡ଼ିଜେଏମ୍ କୋର୍ଟରେ ଦାଖଲ କଲା ପୋଲିସ । ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ଆଜି ଅପରାହ୍ନରେ ବ୍ରହ୍ମପୁର ଏସଡିଜେଏମ୍…

Ama Bus Accident: ଆମ ବସ୍ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ; ବସ୍‌ ଫିଟନେସ୍, ଚାଳକ ସ୍ଥିତି ଓ ସଡ଼କ ସୁରକ୍ଷା ନିୟମର ଯାଞ୍ଚ

କ୍ରମାଗତ ‘ଆମ ବସ୍’ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ପରିବହନ କମିଶନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ବସ୍‌ ଫିଟନେସ୍, ଚାଳକ ସ୍ଥିତି ଓ ସଡ଼କ ସୁରକ୍ଷା ନିୟମର ଯାଞ୍ଚ କରାଯାଇଛି ।ମାଷ୍ଟରକ୍ୟାଣ୍ଟିନ ଡିପୋରେ…

Ama Bus Accident: ଆମ ବସ୍‌’ ଧକ୍କାରେ ଅଟୋ ଚାଳକ ମୃତ ଘଟଣା; ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସଂପର୍କୀୟଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CMRFରୁ ୪ ଲକ୍ଷ ଟଙ୍କା ସହାୟତା ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାକୁ ନେଇ…

Patha Utsav: ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥ ଉତ୍ସବ 

୨୦୨୬ର ପ୍ରଥମ ପଥ ଉତ୍ସବ କରାଯାଉଛି। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟରେ ଏହି ପଥ ଉତ୍ସବ ଅନୁଷ୍ଠିତ କରାଯାଇଛି। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ “ପଥ…

Vigilance Raid: ଭିଜିଲାନ୍ସ ଜାଲରେ କଟକ CRRI ଥାନାଧିକାରୀ ବିଜୟ କୁମାର ବାରିକ

ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଆଇଆଇସି । ଭୁବନେଶ୍ବର ରାଜମହଲ ଛକରେ କଟକ CRRI ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଲାଞ୍ଚ ଟଙ୍କା ସହ ଧରିଲା ଭିଜିଲାନ୍ସ । ଶନିବାର ଦିନ…

Venezuela Travel Advisory: ଭେନେଜୁଏଲାକୁ ଯାଉଥିବା ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି

ଭାରତ ନିଜ ଦେଶର ନାଗରିକଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରି ଜାରି ହୋଇଛି। ଭାରତୀୟମାନଙ୍କୁ ଭେନେଜୁଏଲାକୁ ଯାତ୍ରା କରିବାରୁ ବଞ୍ଚିବାକୁ ଅନୁରୋଧ କରିଛି।ସମସ୍ତ ଯାତ୍ରା ଏଡ଼ାଇବା ପାଇଁ ଭାରତୀୟ ନାଗରିକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଭେନେଜୁଏଲାରେ…

Probe against VK Pandian: ଭି.କେ. ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ପୂର୍ବତନ 5-T ସଚିବ ଭି.କେ. ପାଣ୍ଡିଆନଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଭି କେ ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ ରେକର୍ଡ ମାଗିଛି କ୍ରାଇମବ୍ରାଞ୍ଚ୍…