Month: June 2025

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ଶୁକ୍ଳା

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ଶୁକ୍ଳା । ସ୍ପେଶ୍‌ ଷ୍ଟେସନ୍‌ରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ପହଞ୍ଚିଛନ୍ତି। ଭାରତୀୟ ବାୟୁ ସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ଆଜି ଅନ୍ତରାଷ୍ଟ୍ରୀୟ ମହାକାଶ…

ଆସନ୍ତାକାଲି ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି

ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା। ଏହି ଅବସରରେ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ସମେତ ଅନେକ ଶିଳ୍ପପତି ଓ ଭିଭିଆଇପି ପୁରୀ ଆସି ରଥଯାତ୍ରା ଦେଖିବେ। ଏନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ

ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଧରିଛି ଭିଜିଲାନ୍ସ । ପଙ୍କପାଳ ସ୍ଥିତ ଅଫିସ୍‌ରେ ବିଲ୍ କରାଇ ଦେବାକୁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ…

ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ କରାଯାଇଛି ଦୀଘା ଜଗନ୍ନାଥ ମନ୍ଦିର : ଶଙ୍କରାଚାର୍ଯ୍ୟ

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପୁରୀ ଶଙ୍କରାଚାର୍ଯ୍ୟ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ…

ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର…

କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ

ଆସନ୍ତାକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥ ଟଣା ହୋଇଥାଏ । ଯାହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କୋଟିଆରେ ହେବାକୁଥିବା ରଥଯାତ୍ରାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ…

ଏସ୍‌ସିଓର ସମ୍ମିଳନୀରେ ଭାରତର ବଡ଼ ପଦକ୍ଷେପ; ଘୋଷଣା ପତ୍ର ସ୍ବାକ୍ଷର କଲାନି ଭାରତ 

ଏସ୍‌ସିଓର ସମ୍ମିଳନୀ ପାଇଁ ଚାଇନାର ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ଚାଇନାର କ୍ୱିଂଡାଓ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ପରେ ଜାରି ହେବାକୁ ଥିବା ଘୋଷଣାପତ୍ରରେ ସ୍ବାକ୍ଷର…

ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୨ ମହିଳା ମାଓବାଦୀ ନିହତ

ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ପୋଲିସ ଏନକାଉଣ୍ଟରେ ୨ ହାର୍ଡକୋର୍ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହା ସହ ସେଠାରେ ରାଇଫଲ୍, ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି ।…

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା

ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ । ଦିନକୁ ଦିନ ନିଶା କାରବାର ତଥା ସେବନ ବଢିଚାଲିଛି। ଏହରିମଧ୍ୟରେ ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଅବକାରୀ…

କରଞ୍ଜିଆ ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଜ୍ୟରେ ଥମୁନି ଦୁଷ୍କର୍ମ ଘଟଣା । ଗଞ୍ଜାମ ଜିଲ୍ଲା ପରେ ମୟୁରଭଞ୍ଜ ରେ ଗଣଦୁଷ୍କର୍ମ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସମ୍ପର୍କୀୟଙ୍କ…