Day: 21 June 2025

ତିନି ଘରୋଇ ବ୍ୟାଙ୍କକୁ ଅଣତାଲିକାଭୁକ୍ତ କଲେ ରାଜ୍ୟ ସରକାର

ତିନିଟି ଘରୋଇ ବ୍ୟାଙ୍କକୁ ଅଣତାଲିକାଭୁକ୍ତ କଲେ ରାଜ୍ୟ ସରକାର । ସରକାରୀ ତାଲିକାରୁ ବାଦ ପଡ଼ିଲେ HDFC, ICICI ଓ AXIS ବ୍ୟାଙ୍କ । ଏଣିକି ଆକ୍ସିସ, ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ସହ ସରକାର ଆର୍ଥିକ କାରବାର କରିବେନି । ଏହି…

ଇଣ୍ଡିଗୋ ବିମାନର ମଝି ଆକାଶରେ ସରିଲା ଇନ୍ଧନ, ବେଙ୍ଗାଲୁରୁରେ ଜରୁରୀ ଅବତରଣ

ଏୟାର ଇଣ୍ଡିଆ ଦୁର୍ଘଟଣା ପରେ ପୁଣି ମଝି ଆକାଶରେ ଆତଙ୍କ ଦେଖାଦେଇଛି । ମଝି ଆକାଶରେ ବିମାନର ଇନ୍ଧନ ସରିଯିବାରୁ ବାଧ୍ୟହୋଇ ଗୌହାଟୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ବେଙ୍ଗାଲୁରୁରେ ଜରୁରୀକାଳୀନ ଅବତରଣ କରିଥିଲା । ଏହି ଇଣ୍ଡିଗୋ ବିମାନରେ ୧୬୮…

ରାଜ୍ୟରେ ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସମୀକ୍ଷା କରିଛନ୍ତି । ରାଜ୍ୟରେ ପରିସ୍ଥିତି…

ଆସନ୍ତା ୨୫ ରୁ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌-୨୦୨୫

ଓଡ଼ିଶା ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଜୁନ୍ ୨୫ ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌-୨୦୨୫ । ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌ରେ ପର୍ଯ୍ୟଟନ ଓ ଶିଳ୍ପ ଜଗତର ଖ୍ୟାତନାମା ବ୍ୟକ୍ତିବିଶେଷ, ପ୍ରଶାସକ ଓ ସରକାରୀ…

ଓଡିଶା ଛାଡିବ ୱାରୀ ଏନର୍ଜି ଲିମିଟେଡ୍

ଦେଶର ଅଗ୍ରଣୀ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍, ଢେଙ୍କାନାଳରେ ପ୍ରସ୍ତାବିତ ସମନ୍ୱିତ ସୌରଶକ୍ତି କାରଖାନା କରିବା ଯୋଜନାରୁ ଓହରିଯାଇଛି । ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବିଳମ୍ବ ଯୋଗୁଁ ୱାରୀ ଏନର୍ଜି ଏହି ପଦକ୍ଷପ ନେଇଥିବା ସ୍ପଷ୍ଟ କରିଛି ।ଅନ୍ୟ ସ୍ଥାନରେ…

୩ କ୍ରିଉ ସଦସ୍ୟଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ

ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ମାମଲା ପରେ ବଡ଼ ଆକ୍ସନ ନେଇଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ମାମଲା ପରେ ୩ କ୍ରିଉ ସଦସ୍ୟଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCA ନିର୍ଦ୍ଦେଶ ଦେଇଛି…

ଆଜି ତୃତୀୟ ଦିନରେ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ତୃତୀୟ ଦିନରେ ଜାରି ରହିଛି ଆୟକର ଚଢ଼ାଉ । ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ । ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି ।…

ବିଶାଖାପାଟଣାରୁ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶାଖାପାଟଣା ବେଳାଭୂମିରେ ୩…

ଓଡ଼ିଶାରେ ଯୋଗ ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…