Month: June 2025

ମୁଖ୍ୟମନ୍ତ୍ରୀଙ୍କ ଆସିକା ଗ୍ରସ୍ତ ପୂର୍ବରୁ ୨୫ ବିଜେଡି କର୍ମୀ ଅଟକ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସିକା ଗ୍ରସ୍ତ ପୂର୍ବରୁ ବିଜେଡି କର୍ମୀ ଅଟକ । ଗଞ୍ଜାମ ଯୁବ ବିଜେଡି ସଭାପତିଙ୍କ ସମେତ ୨୫ ଅଟକ ରହିଥିବା ଜଣାପଡିଛି। କଳିଙ୍ଗ ରୋଡ଼ ବିଜେଡି କାର୍ଯ୍ୟାଳୟରୁ ଉଠାଇ ନେଲା ପୋଲିସ୍ । ପ୍ରତିବାଦ ପାଇଁ ସଜବାଜ…

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ; ଖସିଲା ସେନସେକ୍ସ ନିଫ୍ଟି

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ । ଘରୋଇ ଷ୍ଟକ୍ ବଜାରରେ ଆଜି ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। କାରବାର ଆରମ୍ଭରୁ ଖସିଲା ସେନସେକ୍ସ, ନିଫ୍ଟି ସେନସେକ୍ସ ୫୦୦ ପଏଣ୍ଟ ଓ ନିଫ୍ଟି ୨୫୦ ପଏଣ୍ଟ ଖସିଲା ।…

କଂଗ୍ରେସର ‘ନାରୀ’ ଅସ୍ତ୍ର ଜାତୀୟରୁ ଅନ୍ତର୍ଜାତୀୟ

ନାରୀ ନିର୍ଯାତନା’କୁ କଂଗ୍ରେସ ସଫଳତାର ସହ ଏକ ଜାତୀୟ ଇସ୍ୟୁ କରିଦେଲା । କେବଳ ଜାତୀୟ ଇସ୍ୟୁ ନୁହେଁ, ଆନ୍ତର୍ଜାତିକ ଇସ୍ୟୁ କରିବାରେ ସଫଳ ହେଲା କଂଗ୍ରେସ। ଆମେରିକା ତା’ର ନାଗରିକମାନଙ୍କୁ ଓଡ଼ିଶା ନଯିବା ପାଇଁ ପରାମର୍ଶ ଦେଇଛି । ଓଡ଼ିଶା…

ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା । ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ଅଧିକାଂଶ ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ପୁରା ରାଜ୍ୟକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୬୫ ସ୍ବତନ୍ତ୍ର ଟ୍ରେନ୍

ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ପୁରୀ ରଥଯାତ୍ରା ସମୟରେ ଗଡ଼ିବ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ । ଓଡ଼ିଶାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ…

ଅଧାରେ ଅଟକିଲା ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌

ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ । ଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଛି ଟ୍ରେନ୍। ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଛି ଟ୍ରେନ । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା…

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା -୨୦୨୫ ପ୍ରସ୍ତୁତି ନେଇ ସ୍ବତନ୍ତ୍ର ସମୀକ୍ଷା ବୈଠକ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ (Incident Free) କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୋଲିସ…

ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ; ୪ରୁ ୫ ଦିନ ପରେ ହେବେ ଡିସଚାର୍ଜ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇର କୋକିଳା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କର ସର୍ଭାଇକଲ ଆର୍ଥରାଇଟିସର ଅସ୍ତ୍ରୋପଚାର କରାଯାଇଛି । ଆଗାମୀ ଦୁଇ ଦିନ ପାଇଁ ଡାକ୍ତରଙ୍କ ନିରୀକ୍ଷଣରେ…

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା; ପୁରୀ ଜଗିବ ୨୭୫ଟି AI କ୍ୟାମେରା

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ରଥଯାତ୍ରା ପାଇଁ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି । ରଥଯାତ୍ରାରେ ପୁରୀକୁ ଜଗିବ ୨୭୫ଟି AI…

ଆମେରିକାର ଆକ୍ରମଣ ପରେ ଇରାନ୍‌ର ପ୍ରତି ଆକ୍ରମଣ; ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ

ଆମେରିକାର ଆକ୍ରମଣ ପରେ ଇରାନ୍‌ର ପ୍ରତି ଆକ୍ରମଣ ।ଇସ୍ରାଏଲରେ ଇରାନ୍‌ର ଜବାବୀ ବାଲିଷ୍ଟିକ୍ ମିସାଇଲ୍ ମାଡ଼ । ତେଲ ଅଭିଭ, ହାଇଫା ସମେତ ଅନେକ ସହରରେ ସାଇରନର ଶବ୍ଦ ଶୁଣିବାକୁ ମିଳୁଛି । ଇସ୍ରାଏଲର ଅଧିକାଂଶ ସହରକୁ ଆଲର୍ଟରେ ରଖାଯାଇଛି ।…