Day: 24 June 2025

ନାରୀ ନିର୍ଯାତନା ପ୍ରସଙ୍ଗରେ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର କୋହଭରା ମନ୍ତବ୍ୟ

ନିକଟରେ ଓଡ଼ିଶାରେ ଘଟିଥିବା କିଛି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖ ଜାଣିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର ତଥ୍ୟ ଅନୁଧ୍ୟାନକାରୀ କମିଟିର ସଭ୍ୟାମାନେ ତିନିଦିନ ସଂପୃକ୍ତ ଘଟଣାସ୍ଥଳଗୁଡ଼ିକୁ ଯାଇ ପୀଡ଼ିତାମାନଙ୍କ ପରିବାର, ଗ୍ରାମବାସୀ, ସ୍ଥାନୀୟ ନେତୃତ୍ୱ, ପୋଲିସ ଓ ଜିଲ୍ଲା…

ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଧୁ’ ଜରିଆରେ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀ ଫେରିଛନ୍ତି । ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଥିବା ପରେ ସେମାନେ ଭାରତ, ଇସ୍ରାଏଲ ଓ…

ଜୁଲାଇ ୧ ତାରିଖରୁ ମହଙ୍ଗା ହେବ ଟ୍ରେନ୍ ଯାତ୍ରା

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ଭାରତୀୟ ରେଳବାଇ, ଆସନ୍ତା ଜୁଲାଇ ୧ ତାରିଖରୁ ଯାତ୍ରୀବାହୀ ଟ୍ରେନ ଭଡା ସାମାନ୍ୟ ବୃଦ୍ଧି କରିବାକୁ ଯାଉଛି । ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କ କ୍ଲାସ୍‌ ଓ ଦୂରତା ଅନୁଯାୟୀ ଭଡ଼ା ବୃଦ୍ଧି କରାଯିବ…

ରାଜ୍ୟପାଳଙ୍କୁ ଓଡିଶା ଭିଜନ – ୨୦୩୬ ଓ ୨୦୪୭ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମପତି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ…

୩ଟି ଘରୋଇ ବ୍ୟାଙ୍କକୁ ତାଲିକାଭୁକ୍ତ କରିବା ନେଇ ସ୍ପଷ୍ଟୀକରଣ ଜାରି କଲେ ଓଡ଼ିଶା ସରକାର

ରାଜ୍ୟ ସରକାରୀ ସଂଗଠନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ତାଲିକାରୁ ICICI ବ୍ୟାଙ୍କ, HDFC ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କକୁ ବାଦ ଦେବା ସମ୍ପର୍କରେ ଓଡ଼ିଶା ସରକାର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଏହି ୩ ବ୍ଯାଙ୍କ ସହ…

ଦୁଇ ଦିନରେ ଶେଷ ହେବ ପାନୀୟ ଜଳ ବିଶୋଧନ କାମ : ରବି ନାରାୟଣ ନାୟକ

ଡାଇରିଆ ସ୍ଥିତିକୁ ନେଇ ତତ୍ପରତା ଦେଖାଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଝାଡ଼ାବାନ୍ତିର ପ୍ରମୁଖ କାରଣ ହେଉଛି ଦୂଷିତ ପାନୀୟ ଜଳ । ତେଣୁ ପାନୀୟ ଜଳ ବିଶୋଧନକୁ ପଞ୍ଚାୟତିରାଜ ବିଭାଗ ଗୁରୁତର ସହିତ ନେଇଛି । ଏ…

ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍

ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌ । ବାରିପଦା କୁଳିଅଣା ଥାନା କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ତେବେ କେତେ ଟଙ୍କା ଲୁଟ୍…

ରାଜ୍ୟରେ ଆବଶ୍ୟକ ଅଛି ଆଉ ୫ଶହ ରାଇସ୍ ମିଲ୍: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଦରକାର ଅଛି ଆଉ ୫ଶହ ରାଇସ୍ ମିଲ୍ ଏନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଅସୁବିଧା ଦେଖାଯାଇଛି। ମିଲ୍‌ ଅଭାବରୁ ଧାନ…

ମହାପ୍ରଭୁଙ୍କ ମୋଦକ ଚୋରି ହେବା କଥା ସତ : ଜଗନ୍ନାଥ ସ୍ବାଇଁ ମହାପାତ୍ର

ମହାପ୍ରଭୁଙ୍କ ମୋଦକ ଚୋରି ହେବା କଥା ସତ ବୋଲି କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ କହିଛନ୍ତି ୭୦ଟି ମୋଦକ କମିବା ସତ କଥା, କିଏ ନେଇଥିବେ ନିଶ୍ଚିତ । ସିସିଟିଭି ଦେଖି ରାଜ୍ୟ ସରକାର ଏହାର…

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍

ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍ । ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ। ସେହିପରି…