ତାଜା ଖବର ରାଜ୍ୟ ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ଘଟଣାରେ ୪ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ May 3, 2025 Nirvay ଆସନ୍ତାକାଲି ନିଟ୍ ପରୀକ୍ଷା ଥିବାବେଳେ ଆଜି ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ଘଟଣାରେ ୪ ଦଲାଲଙ୍କୁ ଗିରଫ କରିଛି ସ୍ପେଶାଲ…
ଦେଶ ବିଶ୍ୱ ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା May 3, 2025 Nirvay ଜମ୍ମୁ ଓ କଶ୍ମୀରର ପହଲଗାମ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ । ଆକାଶପଥ ଓ ସ୍ଥଳପଥ ପରେ ଜଳପଥରେ ପାକିସ୍ତାନ ପାଇଁ ଭାରତ ଲଗାଇଲା କଟକଣା । ଭାରତୀୟ ବନ୍ଦରକୁ ପାକିସ୍ତାନୀ ଜାହାଜ ଆସିବା…
ବିଶ୍ୱ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣର ଦାବି କଲା ପାକିସ୍ତାନ May 3, 2025 Nirvay ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆଜି ପାକିସ୍ତାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି । ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ‘ଅବଦାଲି ୱିପନ ସିଷ୍ଟମ’ ।…
ରାଜ୍ୟ ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ପୁରୀ: ସମ୍ବିତ ପାତ୍ର May 3, 2025 Nirvay ପଶ୍ଚିମବଙ୍ଗର ଦୀଘାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କହିବା ବିବାଦକୁ ନେଇ ପ୍ରତିକ୍ରିୟା ରଖି ପୁରୀ ସାଂସଦ ସମ୍ବିତ ପାତ୍ର ଦୃଢ଼ ପ୍ରତିବାଦ କରିଛନ୍ତି । ସେ କହିଛନ୍ତି ଯେ ସାରା ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ ରହିଛି । ଜଗନ୍ନାଥ…
ରାଜ୍ୟ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜୁନ୍ ୧୭ ସୁଦ୍ଧା ଆସିବ ଚୂଡ଼ାନ୍ତ ରାୟ May 3, 2025 Nirvay ଜୁନ୍ ୧୭ ସୁଦ୍ଧା ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ । ଆଜି ପୁଞ୍ଜିଲାଲଙ୍କ ସପକ୍ଷରେ ପଡ଼ୋଶୀ ଜିତେନ୍ ପଟେଲଙ୍କ ସାକ୍ଷ୍ୟଗ୍ରହଣ ହୋଇଥିବାବେଳେ ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ…
ବ୍ୟବସାୟ ପାକିସ୍ତାନରୁ ସମସ୍ତ ଆମଦାନୀ, ରପ୍ତାନୀ ବ୍ୟାନ୍ କଲା ଭାରତ May 3, 2025 Nirvay ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ । ଭାରତ ପକ୍ଷରୁ ପାକିସ୍ତାନରୁ ସମସ୍ତ ପ୍ରକାରର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର । ଏନେଇ ବାଣିଜ୍ୟ…
ରାଜନୀତି ରାଜ୍ୟ ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କଲେ ମନମୋହନ ସାମଲ May 3, 2025 Nirvay ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ୱିବେଦୀଙ୍କ ନାଁରେ ବାଲେଶ୍ୱର ଏସ୍ଡିଜିଏମ୍ଙ୍କ କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି । ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର…
ଦେଶ ରାଜ୍ୟ ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ଅପରାହ୍ନରେ ବୈଠକ ଡାକିଛି ଶ୍ରୀମନ୍ଦିର ପ୍ରଶାସନ May 3, 2025 Nirvay ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କ ଚିଠିପରେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପରେ ଆଜି ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକିଛି । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ସହ…
ତାଜା ଖବର ଦେଶ ୨ ମାସର ରାସନ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ପାକିସ୍ତାନର ନିର୍ଦ୍ଦେଶ May 2, 2025 Papirani ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତକୁ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଛାନିଆ ହୋଇଥିବାର ଦେଖିବାକୁ ମିଳିଛି ।ପିଓକେରେ ହଜାରେ ମଦ୍ରାସା ବନ୍ଦ କଲା ପାକିସ୍ତାନ । ସୀମାନ୍ତରେ ରହୁଥିବା ନାଗରିକଙ୍କୁ…
ରାଜ୍ୟ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ NHRCର ନୋଟିସ୍ May 2, 2025 Nirvay କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍ ଜାରି କରିଛି NHRC । କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମାନବାଧିକାର କମିଶନ୍ । ପୀଡ଼ିତାଙ୍କ…