ତାଜା ଖବର ରାଜ୍ୟ ଓୟୋ ହୋଟେଲ ଛାତରୁ ତଳକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା; ହତ୍ୟା ଅଭିଯୋଗ ଆଣିଲେ ମୃତ ଯୁବତୀ ମା’ May 15, 2025 Papirani ରାଜଧାନୀ ଭୁବନେଶ୍ୱରରେ ଥିବା ଜଗମରା ସ୍ଥିତ ଏକ ଓୟୋ ହୋଟେଲ ଛାତ ତଳକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା’ । ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା…
ତାଜା ଖବର ରାଜନୀତି ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଲେ ମୁନା ଖାନ୍ May 15, 2025 Papirani ପୁଣି ଚର୍ଚ୍ଚାରେ ବିଜୁ ଜନତା ଦଳ । ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା । ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନବୀନ…
ତାଜା ଖବର ରାଜ୍ୟ ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି May 15, 2025 Papirani ତାମିଲନାଡ଼ୁ ରାଜ୍ୟପାଳଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ସର୍ବୋଚ୍ଚ କୋର୍ଟଙ୍କୁ ପ୍ରଶ୍ନ କଲେ ରାଷ୍ଟ୍ରପତି । ନିର୍ଦ୍ଧାରିତ ସମୟ ମଧ୍ୟରେ ବିଲ୍ ପାରିତ କରିବାକୁ ନେଇ ସର୍ବୋଚ୍ଚ ଅଦାଲତଙ୍କୁ ରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି । ଡେଡ୍ଲାଇନ୍ ରାୟ ଉପରେ ସୁପ୍ରିମକୋର୍ଟଙ୍କୁ…
ଖେଳ ତାଜା ଖବର ଦେଶ ଅଲମ୍ପିକ୍ ମେଡାଲିଷ୍ଟ୍ ନୀରଜ ଚୋପ୍ରାଙ୍କୁ ମିଳିଲା ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ May 15, 2025 Papirani ଅଲିମ୍ପିକ୍ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିଲା ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ । ୨୦୧୬ରେ ଆର୍ମିରେ ନାଏବ ସୁବେଦାର୍ ଭାବେ ଯୋଗ ଦେଇଥିଲେ ନୀରଜ । ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ନୀରଜଙ୍କ ନିଯୁକ୍ତି ୧୬ ଏପ୍ରିଲ ୨୦୨୫ ରୁ…
ତାଜା ଖବର ରାଜ୍ୟ ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍ May 15, 2025 Papirani ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ABDO ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଛି । ଏକକାଳୀନ…
ତାଜା ଖବର ଦେଶ ଜମ୍ମୁକାଶ୍ମୀର ତ୍ରାଲରେ ଏନକାଉଣ୍ଟର; ୩ ଜୈଶ୍ ଆତଙ୍କବାଦୀ ନିହତ May 15, 2025 Papirani ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ।ଏନ୍କାଉଣ୍ଟରରେ ୩ ଜୈଶ୍ ଆତଙ୍କବାଦୀ ନିହତ । ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏଥିରେ ୩ ଜୈସ ଆତଙ୍କବାଦୀ ନିହତ ହୋଇଥିବା…
ଦେଶ ବିଶ୍ୱ ଇ-କମର୍ସ ପ୍ଲାଟ୍ଫର୍ମରୁ ପାକିସ୍ତାନୀ ପତାକା ଓ ସାମଗ୍ରୀ ବିକ୍ରି ହଟାଇବାକୁ CCPA ର ନୋଟିସ୍ May 14, 2025 Nirvay ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ସହ ଆମଦାନୀ ଓ ରପ୍ତାନୀ କାରବାର ସଂପୂର୍ଣ୍ଣ ବନ୍ଦ କରିବା ପରେ ଆଜି ଇ-କମର୍ସ ପ୍ଲାଟ୍ଫର୍ମରୁ ପାକିସ୍ତାନୀ ପତାକା ଓ ସାମଗ୍ରୀ ବିକ୍ରି ହଟାଇବାକୁ…
ଦେଶ ଛତିଶଗଡ଼ର ‘ଅପରେସନ୍ ବ୍ଲାକ୍ ଫରେଷ୍ଟ୍’ ରେ ୩୧ ମାଓବାଦୀ ମୃତ May 14, 2025 Nirvay ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର କରେଗୁଟ୍ଟା ଜଙ୍ଗଲରେ ଯବାନଙ୍କ ଅପରେସନ୍ ବ୍ଲାକ୍ ଫରେଷ୍ଟ୍ ନେଇ CRPF ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂଙ୍କ ସୂଚନା । ଯବାନଙ୍କ ଏନକାଉଣ୍ଟରରେ ୩୧ ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ…
ରାଜ୍ୟ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ May 14, 2025 Nirvay ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସାମାଜିକ ଓ ଆର୍ଥିକ ଭାବେ ପଛୁଆ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ…
ତାଜା ଖବର ରାଜ୍ୟ ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି May 14, 2025 Papirani ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କ୍ୟାବିନେଟ୍ର ନୂଆ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ…