Day: 22 May 2025

ଭୁବନେଶ୍ଵରରେ କରୋନା ଆକ୍ରାନ୍ତ୍ର ଚିହ୍ନଟ ଘଟଣା; ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ଵରରେ କରୋନା ଆକ୍ରାନ୍ତ୍ର ଚିହ୍ନଟ ପରେ ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସ୍ୱାସ୍ଥ୍ୟ ବିଭାଗର ସଚିବ ଏସ୍‌. ଅଶ୍ୱଥୀଙ୍କୁ ଭେଟିି ନୂଆ କୋଭିଡ଼ ଭୂତାଣୁ ଚିହ୍ନଟ ନେଇ ରିପୋର୍ଟ ଦେଇଛନ୍ତି । ଏହା ପରେ କୋଭିଡ୍‌କୁ…

ଭିଜିଲାନ୍ସ ଜାଲରେ ଏଏସଆଇ

ଭିଜିଲାନ୍ସ ଜାଲରେ ଏଏସଆଇ । ଲଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ତିଗିରିଆ ଥାନା ଏଏସଆଇ ପ୍ରଦୀପ କୁମାର ବେହେରା। ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପ୍ରଦୀପଙ୍କୁ…

ଲିଙ୍ଗରାଜ ଷ୍ଟେସନ ଆଗରେ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଉଦ୍ଧାର ହୋଇଛି ମୃତଦେହ। ମୃତକ ଖଣ୍ଡୁଆଳ ବସ୍ତିର ସନାତନ ରାଉତ। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ବୟସ ୩୩ ବୟସ। ଲିଙ୍ଗରାଜ ଷ୍ଟେସନ ରୋଡ଼ ପାଖରେ ଛିଡା ହୋଇ ଶ୍ରମିକ ଭାବେ…

ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ

ସାରା ଦେଶରେ ଆସ୍ତେ ଆସ୍ତେ କରୋନା ମହାମାରୀ ପୁଣି କାୟା ବିସ୍ତାର କରୁଛି । ଯାହାଫଳରେ ସବୁଠି କରୋନାର ଭୟ ଖେଳିଯାଇଛି । ଏହାରି ମଧ୍ୟରେ ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ…