ତାଜା ଖବର ରାଜ୍ୟ ଏସ୍ଡିପିଓଙ୍କ ଆତ୍ମହତ୍ୟା ଚେତାବନୀ; ଉପରିସ୍ଥ ଅଧିକାରୀଙ୍କୁ ଲେଖିଲେ ଚିଠି May 14, 2025 Papirani ଆତ୍ମହତ୍ୟା ପାଇଁ ଚିଠି ଲେଖିଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଏସ୍ଡିପିଓ ବ୍ରଜମୋହନ ପ୍ରଧାନ । IGଙ୍କୁ ଚିଠି ଲେଖିଲେ ଜଳେଶ୍ବର ଏସ୍ଡିପିଓ ବ୍ରଜମୋହନ ପ୍ରଧାନ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଆଉ କାମରେ ଚାପ ଦିଆଯାଉଥିବା ଅଭିଯୋଗ କରି ଚିଠି…
ତାଜା ଖବର ଦେଶ ୨୦ ଦିନ ପରେ ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ May 14, 2025 Papirani ବିଏସଏଫ କନଷ୍ଟେବଲଙ୍କୁ ଛାଡ଼ିଲା ପାକିସ୍ତାନ । ୨୦ ଦିନ ପରେ ସ୍ବଦେଶ ଫେରିଲେ ପାକିସ୍ତାନୀଙ୍କ ହେପାଜତରେ ଥିବା ବିଏସଏଫ ଯବାନ । ଅଟାରି-ୱାଘା ସୀମା ଦେଇ ଭାରତ ଫେରିଲେ ଯବାନ। ଭୁଲ୍ବଶତଃ ସୀମା ଅତିକ୍ରମ କରିଥିବାରୁ ଅଟକ ରଖିଥିଲା ପାକିସ୍ତାନ ।…
ତାଜା ଖବର ଦେଶ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ May 14, 2025 Papirani ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ । ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ୍ ଗଭାଇ ଭାରତର ପ୍ରଥମ…
ତାଜା ଖବର ରାଜ୍ୟ ରାଜଧାନୀରେ ପରାକ୍ରମ ଶୋଭାଯାତ୍ରା; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ May 14, 2025 Papirani ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୂର ସଫଳ ପରେ ୩ ସେନାକୁ ସାଲ୍ୟୁଟ ପାଇଁ ଶୋଭାଯାତ୍ରା । ପରାକ୍ରମ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିର ଏହି ଶୋଭାଯାତ୍ରାରେ ଏଥିରେ ବିଭିନ୍ନ…