Month: April 2025

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ବୀର ବିକ୍ରମ ଯାଦବ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ ।ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ସେ ନିଯୁକ୍ତ ହୋଇଛନ୍ତି । ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ବୀର ବିକ୍ରମ ଖାଦ୍ୟ…

ଦୁର୍ଘଟଣା ଓ ପାଣିରେ ବୁଡ଼ି ୩ ଜଣ ପ୍ରାଣ ହରାଇଥିବା ଘଟଣା: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନବମ ଶ୍ରେଣୀ ଛାତ୍ର ଏବଂ କେନ୍ଦୁଝର ବୈତରଣୀ କେଶରୀ କୁଣ୍ଡଠାରେ ୨ ଜଣ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମୋହନ ।…

ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯିବେ କ୍ୟାପଟେନ୍‌ ଶୁଭ୍ରାଂଶୁ ଶୁକ୍ଲା

ମହାକାଶ କ୍ଷେତ୍ରରେ ଭାରତ ନୂଆ ଇତିହାସ ରଚିବାକୁ ଯାଉଛି । ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ । ଆଗାମୀ ମାସରେ ISS ର ମହାକାଶ ଯାତ୍ରାରେ ସେ…

୨୦୦୦ ଟଙ୍କା ୟୁପିଆଇ ପ୍ରଦାନ ଉପରେ ଲାଗିବନି ଜିଏସଟି

୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଜିଏସ୍ ଟି ଲାଗୁ କରିବାକୁ ଯୋଜନା କରୁଥିବା ଖବରକୁ କେନ୍ଦ୍ର ସରକାର ଦୃଢ଼ତାର ସହ ଖଣ୍ଡନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ସରକାରଙ୍କ ଏଭଳି କୌଣସି ପ୍ରସ୍ତାବ…

ପୁରୀ ଚନ୍ଦନ ଯାତ୍ରାରେ ବାଣ ମନା; ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

ପୁରୀ ଚନ୍ଦନ ଯାତ୍ରା ବେଳେ ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ । ଏହାସହିତ ଭକ୍ତ ଓ ସେବାୟତଙ୍କ ପାଇଁ ଇନ୍‌ସୁରାନ୍ସ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଚନ୍ଦନ ଯାତ୍ରା ନୀତି…

ଓଡିଶା, ଝାଡ଼ଖଣ୍ଡ ସୀମାନ୍ତରେ ଆଇଇଡି ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ୨ ଯବାନ

ଓଡିଶା, ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ଆଇଇଡି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ । ବାଇକ୍‌ରେ ୨ ସିଆରପିଏଫ ଯବାନ ଆସୁଥିବା ବେଳେ ବିସ୍ଫୋରଣ । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ପାଇଁ…

ମେ’ ୧ରୁ ଟୋଲ୍ ଆଦାୟ ନିୟମରେ ହେବ ପରିବର୍ତ୍ତନ; GPS ମୋଡ଼ରେ କଟିବ ଟଙ୍କା

ଦେଶରେ ହାଇଓ୍ବେ ଟୋଲ୍ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ମେ’ ୧, ୨୦୨୫ ରୁ, ଟୋଲ୍ ଆଦାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ୧ ମେ’ରୁ ଆପଣଙ୍କୁ ଟୋଲ୍ ଟ୍ୟାକ୍ସ ଦେବା ପାଇଁ ଫାସ୍‌ଟ୍ୟାଗ୍‌…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ୧୯୯୩ ବ୍ୟାଚ୍‌ର ଆଇଏଏସ୍ ନିକୁଞ୍ଜ ଧଳ । ଆଜି ଆଇଏଏସ୍ ସ୍ତରରେ ହୋଇଛି ବଡ଼ ଅଦଳବଦଳ । ଓଡ଼ିଶା କ୍ୟାଡ଼ରର ୩ ଜଣ ଆଇଏଏସ୍‌ଙ୍କୁ ନୂଆ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ…

ସୁନ୍ଦରଗଡ଼ରେ କୋଇଲା ଖଣି ଦୁର୍ନୀତି ମାମଲା: ଗ୍ରାଉଣ୍ଡରେ ୨ମନ୍ତ୍ରୀଙ୍କ ତଦନ୍ତ

ସୁନ୍ଦରଗଡ଼ରେ କୋଇଲା ଖଣି ଦୁର୍ନୀତି ମାମଲାରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଖଣି ଓ ଜଙ୍ଗଲ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ ସଚିବ ଚୋରା କୋଇଲା ଖଣି ବୁଲି ଦେଖିଲେ ୨ ମନ୍ତ୍ରୀ…

ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବ୍ୟାନ

ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବ୍ୟାନ । ଏ ନେଇ ଆଜି ଯାତ୍ରା ମାଲିକ ସଂଘ ଉପସଭାପତି ତଥା ରାଜଧାନୀ ଯାତ୍ରା ପାର୍ଟି ମାଲିକ ପବିତ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ନରି ପଣ୍ଡା ଓ ପ୍ରତାପ…