ତାଜା ଖବର ରାଜ୍ୟ ଘରୋଇ ଶିକ୍ଷାନୁଷ୍ଠାନକୁ ଗଣଶିକ୍ଷା ମନ୍ତ୍ରୀଙ୍କ ତାଗିଦ୍; ନିୟମ ଭାଙ୍ଗି ସ୍କୁଲ ଖୋଲିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ April 29, 2025 Papirani ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଖୋଲାଯାଉଛି ସ୍କୁଲ୍ । ଏ ନେଇ ଘରୋଇ ଶିକ୍ଷାନୁଷ୍ଠାନକୁ ତାଗିଦ୍ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ…
ତାଜା ଖବର ରାଜ୍ୟ ପୁଣି ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଆଦେଶ ବୃଦ୍ଧି April 29, 2025 Papirani ପୁଣି ବଢ଼ିଲା ୨୦୦୭ ବ୍ୟାଚ ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଅବଧି । ଆଉ ମାସେ ନିଲମ୍ୱନ ଆଦେଶ ବଢ଼ାଇଲା ଗୃହ ମନ୍ତ୍ରଣାଳୟ । ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ୱନ ହୋଇଛନ୍ତି ପଣ୍ଡିତ ରାଜେଶ । ସୂଚନା ଯୋଗ୍ୟ; ଆଇପିଏସ ରାଜେଶ…
ତାଜା ଖବର ଦେଶ ଆତ୍ମସମର୍ପଣ କଲେ ୨୪ ମାଓବାଦୀ April 29, 2025 Papirani ପୁଣି ମାଓସଂଗଠନକୁ ବଡ଼ ଝଟକା । ଏକାବେଳେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ ବିଜାପୁରରେ ୨୪ ମାଓବାଦୀ । ଛତିଶଗଡ଼ରେ ପୂର୍ବ ଏବଂ ପଶ୍ଚିମ ବସ୍ତର ଡିଭିଜନର ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୪ ଜଣ ମାଓବାଦୀ ଛତିଶଗଡ଼ ବୀଜାପୁର…
ତାଜା ଖବର ଦେଶ ଜମ୍ମୁ-କାଶ୍ମୀର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟିକୁ ବନ୍ଦ କଲେ ଜାମ୍ମୁ-କାଶ୍ମୀର ସରକାର April 29, 2025 Papirani ଜମ୍ମୁ-କାଶ୍ମୀର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ବନ୍ଦ ହେଲା ୪୮ଟି। ପର୍ଯ୍ୟଟନ ସ୍ଥଳକୁ ବନ୍ଦ କଲେ ଜାମ୍ମୁ-କାଶ୍ମୀର ସରକାର। ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ଦେଶ ସମେତ ବିଦେଶରୁ ମଧ୍ୟ…
ତାଜା ଖବର ଦେଶ ଆଜି ସରୁଛି ପାକିସ୍ତାନୀଙ୍କ ଡେଡଲାଇନ୍ April 29, 2025 Papirani ଆଜି ସରୁଛି ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍। ମେଡିକାଲ୍ ଭିସା ନେଇ ଭାରତକୁ ଆସିଥିବା ପାକିସ୍ତାନ ନାଗରିକ ଆଜିସୁଦ୍ଧା ନିଜ ଦେଶକୁ ଫେରିବେ। ୨୯ ତାରିଖ ପର୍ଯ୍ୟନ୍ତ ସେମାନେ ଭାରତରେ ରହିପାରିବେ ବୋଲି କୁହାଯାଇଥିଲା । ତେବେ ସାର୍କ୍ ଭିସାଧାରୀ ପାକିସ୍ତାନୀଙ୍କ…