ଖେଳ ତାଜା ଖବର ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ April 21, 2025 Papirani ବିସିସିଆଇ ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି । ଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ କରାଯାଇନି । ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୪ ଖେଳାଳିଙ୍କୁ ରଖାଯାଇଛି । ଗତଥର ଏହି ସଂଖ୍ୟା ୩୦ ଥିଲା ।…
ତାଜା ଖବର ରାଜ୍ୟ ଆଜି ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ April 21, 2025 Papirani ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।ସମ୍ବଲପୁରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ପ୍ରଥମେ ଦିବ୍ୟାଙ୍ଗମାନଙ୍କୁ ଭେଟିଥିଲେ। ତାଙ୍କର ସମସ୍ୟା…
ତାଜା ଖବର ରାଜ୍ୟ ଗଞ୍ଜେଇ କାରବାର ମାମଲା: ଚାକିରିରୁ ନିଲମ୍ବିତ ହେଲେ ଆଉ ଜଣେ ଆଇଆର୍ବି ଯବାନ April 21, 2025 Papirani ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ ଥିବା ପଞ୍ଚମ ଆଇଆର୍ବି ବାଟାଲିଅନର ୩ ଜଣ ଆଇଆର୍ବି ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ ଘଟଣାରେ ଦ୍ଵାୟିତ୍ଵରେ ଥିବା ଆଇଆର୍ବି ବାଟାଲିଅନର କମାଣ୍ଡରଙ୍କୁ ନିଲମ୍ବନ…
ତାଜା ଖବର ରାଜ୍ୟ ଡେଲାଙ୍ଗରେ ନିଖୋଜଥିବା ନାବାଳକର ମୃତ ଦେହ ପାଇଖାନା ଟାଙ୍କିରୁ ଉଦ୍ଧାର April 21, 2025 Papirani ପୁରୀ ଡେଲାଙ୍ଗର ନିଖୋଜ ନାବାଳକର ମିଳିଲା ମୃତଦେହ।ଡେଲାଙ୍ଗ ରତନପୁର ଗାଁର ଆଶୀର୍ବାଦ ସାହୁ ଗତ ୭ ଦିନ ଧରି ନିଖୋଜ ଥିଲେ। ଆଜି ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା ସନ୍ଦେହ କରାଯାଉଥିବା…
ତାଜା ଖବର ଦେଶ ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନ୍କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ April 21, 2025 Papirani ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲଙ୍କ ସହିତ ପୋଲିସ ଏବଂ ସିଆରପିଏଫ ଦଳ ମଧ୍ୟରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ। ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା…