Day: 18 April 2025

ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ

ମାଲେସିଆ ଯିବେ ଓଡ଼ିଶା ଚାଷୀ । ଚାଷୀଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ । କାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ ।…

ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ନୂଆ ରାସନ କାର୍ଡ

ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରଙ୍ଗୀନ ରାସନ କାର୍ଡ। ନୂଆ ରାସନ କାର୍ଡ ବଣ୍ଟନ ନେଇ ଘୋଷଣା କଲେ ସରକାର । ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । କାର୍ଡ ଲାମିନେସନ ଓ ପ୍ରିଣ୍ଟ କରି ରଖିବାକୁ…

ଆସନ୍ତା ମାସେ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ: ଜଷ୍ଟିସ ବିଶ୍ବନାଥ ରଥ

ଆସନ୍ତା ମାସେ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟ ଶେଷ ହୋଇଥିବାବେଳେ ବାହାର ରତ୍ନଭଣ୍ଡାର ମରାମତି ଚାଲୁଛି। ଏନେଇ ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ସେ କହିଛନ୍ତି ମରାମତି…

ଭୂମିକମ୍ପ ଝଟ୍‌କାରେ ଥରିଲା ଚିଲିର ଉତ୍ତରାଞ୍ଚଳ

ଉତ୍ତର ଚିଲିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସେସ୍ ରିକ୍ଟର ସ୍କେଲରେ ୫.୭ ରେ ଭୂକମ୍ପ ରେକର୍ଡ କରାଯାଇଥିବା ବେଳେ ଭୂମିକମ୍ପ ୧୭୮…

ରାଜ୍ୟରେ କାଳବୈଶାଖୀ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ । ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏହା ସହ ଦୁଇ ଦିନ କାଳବୈଶାଖୀ ଲାଗି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ସହ କାଳବୈଶାଖୀ ବର୍ଷା…