Day: 9 April 2025

ଆଇଏଏସ୍ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର

ଅବସରପ୍ରାପ୍ତ ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ା ମୁଖ୍ୟ ସୂଚନା ଆୟୁକ୍ତଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହିତ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳ…

ନାଁ ନ ନେଇ କିଛି ବିଜେଡି ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ

ୱାକଫ ବିଲ୍ ଭୋଟିଂକୁ ନେଇ ବିଜୁ ଜନତା ଦଳରେ ଉଠିଥିବା ଝଡ ପ୍ରଶମିତ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଦଳର ପରାଜୟର କାରଣ କହିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ…

ୱକଫ୍ ବିଲ୍ ଭୋଟିଂ ମାମଲା; ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି

ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦଳର ସ୍ଥିତି ପାଇଁ ବାରମ୍ୱାର ବସୁଛି ବୈଠକ ।…

ଚଳିତବର୍ଷ ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ ଆର୍ଥିକ…

ଅନ୍ଧାରରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟ ଗାଁରେ ଅନ୍ଧାରରେ ଅଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର । ଦିନେ କି ଦୁଇଦିନ ନୁହେଁ ପ୍ରାୟ ସପ୍ତାହେ ଧରି ଅନ୍ଧାରରେ ଅଛନ୍ତି କମଳା ପୂଜାରୀଙ୍କ ପରିବାର । ଟଙ୍କା ନ ବାନ୍ଧିବାରୁ TPSODL…