ଖେଳ ଦେଶ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରେ ଭାରତ ଓ ନ୍ୟୁଜିଲାଣ୍ଡ March 5, 2025 Nirvay ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରି ବିଜୟ ହାସଲ କରିଛି । ଏଥିସହ ମାର୍ଚ୍ଚ ୯ ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ପ୍ରଥମ…
ଦେଶ ରାଜ୍ୟ ଖୁବ ଶୀଘ୍ର ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ March 5, 2025 Nirvay ଓଡ଼ିଶାର ନୂଆ ଗନ୍ତବ୍ୟ ନୀତି ଅଧୀନରେ ଉତ୍ତରପ୍ରଦେଶର ଗାଜିଆବାଦର ହିଣ୍ଡନ ବିମାନ ବନ୍ଦର ଏବଂ ଆଣ୍ଡାମାନର ପୋର୍ଟ ବ୍ଲେୟାରକୁ ଭୁବନେଶ୍ୱରରୁ ଖୁବ ଶୀଘ୍ର ଉଡ଼ିବ ବିମାନ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଏହି ବିମାନ ସେବା । ରାଜ୍ୟର…
ରାଜ୍ୟ ଯାଜପୁରରେ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ March 5, 2025 Nirvay ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କର ୧୦୯ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ଯାଜପୁରରେ ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି । ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମେତ…
ରାଜ୍ୟ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ସମାରୋହ କୁ ଆସିଲେନି ନବୀନ March 5, 2025 Nirvay ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ । ବିଶିଷ୍ଟ ଅତିଥି ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ…
ତାଜା ଖବର ରାଜ୍ୟ କିମ୍ସ, ହାଇଟେକ ଓ ସମ୍ ହସ୍ପିଟାଲରେ ଇଡି ଚଢାଉ; ଏନଆରଆଇ କୋଟାରେ ଆଡମିଶନ ନେଇ ଘୋଟଲା ହୋଇଥିବା ସୂଚନା March 5, 2025 Papirani କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ), ହାଇ-ଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଏବଂ ସମ୍ ହସ୍ପିଟାଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଚଢାଉ । ଏକାସାଙ୍ଗରେ ରାଜଧାନୀରରେ ଥିବା ୩ ଟି ପ୍ରତିଷ୍ଠିତ ହସ୍ପିଟାଲ୍ ଚଢାଉ ଆରମ୍ଭ କରିଛି…
ତାଜା ଖବର ରାଜ୍ୟ କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ March 5, 2025 Papirani କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ସାରଥୀ। ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି ।…
ତାଜା ଖବର ରାଜ୍ୟ ଗେରୁଆ ରଙ୍ଗ ହେବ ରାଜ୍ୟର ସରକାରୀ ସ୍କୁଲ March 5, 2025 Papirani ବଦଳିବ ସରକାରୀ ସ୍କୁଲର ରଙ୍ଗ । ସରକାରୀ ସ୍କୁଲ୍ ସହ ପିଏମ୍ ଶ୍ରୀ ଅଧିନସ୍ଥ ସ୍କୁଲ୍ର ରଙ୍ଗ ବଦଳିବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ଗେରୁଆ ରଙ୍ଗର ହେବ ରାଜ୍ୟର ସମସ୍ତ ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲ । ଏନେଇ…
ତାଜା ଖବର ରାଜ୍ୟ ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରିବେ ନାହିଁ ସରକାର March 5, 2025 Papirani ସାର୍ବଜନୀନ ହେବନି କମିଶନଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ । ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି । ସରକାର କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହଁନ୍ତି ବୋଲି ଉଲ୍ଲେଖ ରହିଛି । ବିଚାରପତି ରଘୁବାର…
ତାଜା ଖବର ରାଜନୀତି ରାଜ୍ୟ ବିଜୁବାବୁ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଉପରେ ବର୍ଷିଲେ ନବୀନ March 5, 2025 Papirani ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ଆଜି ଶଙ୍ଖ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ…
ତାଜା ଖବର ବ୍ୟବସାୟ ରାଜ୍ୟ ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା March 5, 2025 Papirani ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅଫିସର ଜଗମୋହନ ମୀନା । ଡିସିପି ପିନାକ ମିଶ୍ରଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ୨୦୧୩ ବ୍ୟାଚ୍ର ଆଇପିଏସ୍ ଜଗମୋହନ ମୀନା । ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ…