Day: 17 February 2025

ବାର୍ଷିକ ରାଜ୍ୟ ବଜେଟ ୨୦୨୫-୨୬ ର ମୁଖ୍ୟାଂଶ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ ବଜେଟରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି…

କିଟ ଛାତ୍ରୀ ଆତ୍ମହତ୍ୟା: ନେପାଳ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ; ଏବିଭିପିର ବିକ୍ଷୋଭ

ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ନେପାଳ ସରକାର ଚିନ୍ତା ପ୍ରକଟ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ବିବୃତ୍ତିରେ କହିଛନ୍ତି ଯେ…

୧୨ ଜିଲ୍ଲାରେ ନାହିଁ ICU ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି କେଉଁ କେଉଁ ସ୍ଥାନରେ ରୋଗୀଙ୍କ ପାଇଁ ଡାକ୍ତର ଅଭାବ ତ କେଉଁଠି ନାହିଁ ଆଇସିୟୁ ବ୍ୟବସ୍ଥା । ଆଜି ବିଧାସଭାରେ ରାଜ୍ୟର ମୁଖ୍ୟ ହସ୍ପିଟାଲ ଆଇସିୟୁ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ…

ରାଜଧାନୀ ରାଜରାସ୍ତାରେ ମିଶନଶକ୍ତି ମହିଳାଙ୍କ ଗର୍ଜନ; ବିକ୍ଷୋଭ ବେଳେ ଏକାଧିକ ମହିଳା ବେହୋସ

ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା । ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଥିବା ବେଳେ ଶତାଧିକ ମହିଳା ବେହୋସ ହୋଇଥିବା ଅଭିଯୋଗ ସମ୍ନାକୁ ଆସିଛି। ବିକ୍ଷୋଭ ବେଳେ ବେହୋସ ହୋଇ ପଡିଛନ୍ତି ମିଶନଶକ୍ତି ମାଆ…

ରଘୁବରଙ୍କ ପୁଅ ମାମଲା ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଧାନସଭା ଗୃହରେ ଉଠିଲା ବହୁ ଚର୍ଚ୍ଚିତ ଏଏସଓଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି…

ରାଜ୍ୟ ବଜେଟ୍ ୨୦୨୫-୨୬: ୨ ଲକ୍ଷ ୯୦ ହଜାର କୋଟିର ବ୍ୟୟବରାଦ, ବଜେଟରେ କୃଷିକୁ ଗୁରୁତ୍ୱ

ଆଜି ବିଧାନସଭାରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଚାଷୀଙ୍କ ଆୟ ଲାଗି ବଡ଼ ଆକାରର ସହାୟତା ଦେବାକୁ ଏଥର ବଜେଟ୍‌ରେ ଧ୍ୟାନ…

ବିଧାନସଭାରେ ଉଠିଲା ଛି ଛି ଛିରେ ନନୀ ଗୀତ ପ୍ରସଙ୍ଗ

ବିଧାନସଭାରେ ଉଠିଲା ‘ଛି ଛି ଛିରେ ନନୀ’ ଗୀତା ପ୍ରସଙ୍ଗ ।ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ରାଜ୍ୟରେ ବର୍ତମାନ ଚର୍ଚ୍ଚାରେ ଅଛି ‘ଛି ଛି ଛିରେ ନନୀ’ ଗୀତ। ଏହି କୋରାପୁଟିଆ ଭାଷାକୁ ସ୍ବୀକୃତି…

ରାଜଧାନୀରେ ମୋ ବସ୍ ଦୁର୍ଘଟଣା ଘଟଣା: ଝିଅ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମାଆ

ଦିନକୁ ଦିନ ରାଜଧାନୀରେ ବଢ଼ିବାରେ ଲାଗିଛି ମୋ ବସ୍ ଦୁର୍ଘଟଣା । ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ସାଧାରଣ ଜନତା। ବାରମ୍ବାର ଏହି ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଗତ ଶୁକ୍ରବାର…

ଛାତ୍ରୀ ଆତ୍ମହତ୍ୟା: ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡି଼ଲା କିଟ୍; ଅଭିଯୁକ୍ତ ଛାତ୍ର ଗିରଫ

ଗତକାଲି କିଟ୍ କଲେଜର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଅଶାନ୍ତ ହୋଇପଡିଛି କଲେଜ କ୍ୟାମ୍ପସ । ନ୍ୟାୟ ଦାବିରେ କଲେଜ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ରାଜରାସ୍ତାକୁ ଓହ୍ଳାଇଛନ୍ତି ଛାତ୍ରଛାତ୍ରୀ । ତେବେ ଏହି ଘଟଣାରେ ଦେଖାଯାଇଥିବା ଉତ୍ତେଜନା ପରେ ଯଥାଶୀଘ୍ର…

୪ ବର୍ଷରେ ରାଜ୍ୟରେ ନିଖୋଜ ଅଛନ୍ତି ୩୬୪୨୦ ମହିଳା ଓ ୮୪୦୩ ଜଣ ଶିଶୁ

ସାମ୍ନାକୁ ଆସିଲା ରାଜ୍ୟରେ ମହିଳା ଓ ଶିଶୁ ନିଖୋଜର ଉଦ୍‌ବେଗଜନକ ଚିତ୍ର । ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ପୁର୍ବ ସରକାରଥିବା ବେଳେ ରାଜ୍ୟରେ ହଜାର…