ତାଜା ଖବର ରାଜ୍ୟ ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ January 2, 2025 Papi Jena ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ । ଆଜି ଆଇଏଏସ ସ୍ତରରେ ଏକ ଅଦଳବଦଳ ହୋଇଛି । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ଯେଉଁଥିରେ ବଦଳି ଆଇଏଏସଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ…
ତାଜା ଖବର ରାଜ୍ୟ କେନ୍ଦୁଝର ଘଟଗାଁ ରେ ଆରମ୍ଭ ହେଲା ‘ଜଙ୍ଗଲ ସଫାରୀ’ January 2, 2025 Papi Jena ଘଟଗାଁରେ ଖୋଲିଲା ଜଙ୍ଗଲ ସଫାରୀ । ସଫାରୀ ଗାଡ଼ିରେ ବସି ଏବେ ବନ୍ୟଜନ୍ତୁ ଦେଖିବେ ପର୍ଯ୍ୟଟକ । ଆଜିଠାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରୀ ଆରମ୍ଭ ହୋଇଛି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏହାର ଉଦଘାଟନ କରିଛନ୍ତି। ସଫାରୀ ଗାଡ଼ିରେ…
ତାଜା ଖବର ରାଜ୍ୟ ଆଚାର୍ଯ୍ୟ ବିହାରରୁ ବାଣୀବିହାର ରାସ୍ତାରେ ଜବରଦଖଲ ଉଚ୍ଛେଦ; ତୀବ୍ର ଉତ୍ତେଜନା January 2, 2025 Papi Jena ଭୁବନେଶ୍ବରରେ ଜବରଦଖଲ ଉଚ୍ଛେଦ। ପ୍ରବାସୀ ଭାରତୀୟ ଦିବସ ପାଇଁ ସହରକୁ ସୁନ୍ଦର କରାଯାଉଛି। ତେଣୁ ଆଜି ଆଚାର୍ଯ୍ୟ ବିହାରରୁ ବାଣୀ ବିହାର ମଝିରେ ରାସ୍ତା କଡ଼ରେ ଥିବା ଜବରଦଖଲକରି ରହିଥିବା ଫଳ ଦୋକାନ, ଟିକେଟ ବୁକିଂ କେନ୍ଦ୍ର, ବହି ଦୋକାନ, ଚା…
ରାଜନୀତି ନବୀନଙ୍କୁ ଧୋଇଲେ, ନୂଆ ସରକାରଙ୍କୁ ପ୍ରଶଂସା କଲେ ତଥାଗତ January 2, 2025 Papi Jena ଓଡ଼ିଆ ଲୋକକୁ ବୋକା ଭାବିବା ଅନୁଚିତ । ସେମାନେ ସବୁ ଜାଣନ୍ତି, ସବୁ ବୁଝନ୍ତି । ରାଜ୍ୟରେ କ’ଣ ଘଟୁଛି, ଦିଲ୍ଲୀ ଗଲେ ମଧ୍ୟ ଜାଣନ୍ତି । ହେଲେ କ’ଣ ହେଉଛି ତାହା ମଧ୍ୟ ଚନରେ ତାଙ୍କୁ ବୋକା ଭାବି ଯାହାକୁ…
ଦେଶ ମଧ୍ଯମବର୍ଗ ନୁହନ୍ତି ଖେଳଣା January 2, 2025 Papi Jena ୨୦୨୫କୁ ନେଇ କିଏ କେତେ ପ୍ରକାର କରି ସାରିଲେଣି ଭବିଷ୍ୟବାଣୀ। ଅନେକ ଜ୍ୟୋତିଷ ଭବିଷ୍ୟବାଣୀ କରୁଛନ୍ତି ଯେ ୨୦୨୫ ସମସ୍ତଙ୍କ ପାଇଁ ଆଶଙ୍କାର ବର୍ଷ ହେବ । ନାଷ୍ଟ୍ରେଦମସ ୨୦୨୫ ପାଇଁ କିଛି ସାଂଘାତିକ ଭବିଷ୍ୟବାଣୀ ଅନେକ ପୂର୍ବରୁ କରିସାରିଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ମୃତ ଚାଷୀଙ୍କ ପରିବାରକୁ ସହାୟତା ଦେଲେ ନବୀନ January 2, 2025 Papi Jena ଫସଲହାନୀ ପାଇଁ ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ସହାୟତା ଦେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ଚାଷୀ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି ନବୀନ । ସୂଚନା ଯୋଗ୍ୟ; ଅଦିନିଆ…
ରାଜନୀତି ୨୦ ଭାଜପା ସାଂସଦଙ୍କ ବାବଦରେ ଆରମ୍ଭ ହେବାକୁ ଯାଉଛି ସର୍ଭେ ! January 2, 2025 Papi Jena ରାଜନୀତିରେ କିଛି ଘଟଣା ଆପେକୁ ଆପେ ଘଟେ । ଆଉ କିଛି ଘଟଣା ଘଟାଯାଏ । ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ଘର ସଜାଡ଼ି ପାରୁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ପରେ ରାଜଧାନୀରୁ ବାହାରକୁ ଗଲେ…
ତାଜା ଖବର ରାଜ୍ୟ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ବୃଦ୍ଧି January 1, 2025 Nirvay ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ…
ତାଜା ଖବର ରାଜ୍ୟ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି January 1, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର…
ରାଜ୍ୟ ମାର୍ଚ୍ଚ 31 ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ January 1, 2025 Nirvay ସରକାରଙ୍କ ଲୋକବଳ (man power) ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଆଲୋଚନାରେ କହିଛନ୍ତି । ଆଜି ବର୍ଷର…