Month: November 2024

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଝଟକା; ବିଜେଡି ଛାଡ଼ି ବିଜେପିରେ ମିଶିଲେ ୧୮ ସରପଞ୍ଚ ଓ ନାଏବ ସରପଞ୍ଚ

ସମ୍ବଲପୂର ଜିଲ୍ଲାର ବିଜଦ ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ । ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜଦ ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇ ଥର ଜିତିଥିଲେ। ଗତ ନିର୍ବାଚନରେ ଏଠାରେ ରୋହିତଙ୍କୁ ବଦଳରେ…

ତହସିଲ ଓ ସବରେଜିଷ୍ଟ୍ରାର ଅଫିସରେ ରହିବ ରେଜିଷ୍ଟର, ଆଗନ୍ତୁକ ଦେଇପାରିବେ ନିଜର ମତାମତ: ରାଜସ୍ୱ ମନ୍ତ୍ରୀ

ଏଣିକି ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ଦେବାକୁ ରହିବା ରେଜିଷ୍ଟର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ଲୋକସେବା ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ…

ଗୋ ନବରାତ୍ର ମହୋତ୍ସବ; ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ପୁରୀରେ ଗୋ-ନବରାତ୍ର ମହୋତ୍ସବ ଅନୁଷ୍ଠିତ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି…

ଟିଡିସିସି ଓ ଯୋଗାଣ ବିଭାଗ ଅଧିକାରୀ ବିକିଦେଲେ ୧୦ ହଜାର କୁଇଣ୍ଟାଲ ମାଣ୍ଡିଆ !

ଚର୍ଚ୍ଚାରେ କନ୍ଧମାଳ ଆମ୍ବ ଟାକୁଆ ଜାଉ ବିବାଦ । ଘଟଣାର ସପ୍ତାହ ପରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ । ୧୨ ବର୍ଷର ତପସ୍ୟା ଶୁଖୁଆପୋଡାରେ ଗଲା ବୋଲି କହିଛନ୍ତି । କିନ୍ତୁ ଏବେ କନ୍ଧମାଳରେ ମାଣ୍ଡିଆ…

ତାରା ତାରିଣୀ ମନ୍ଦିରରୁ ଚୋରି ଘଟଣା: ଷ୍ଟାଟସ୍ ରିପୋର୍ଟ ମାଗିଲେ ଦକ୍ଷିଣାଂଚଳ ରାଜସ୍ବ କମିଶନର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରସ୍ଥିତ ପ୍ରସିଦ୍ଧ ମା’ ତାରା ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଜିଲ୍ଲା ପ୍ରଶାସନଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି।ମା’ ତାରା ତାରିଣୀ ମନ୍ଦିର ଦକ୍ଷିଣ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପୀଠ ଏବଂ ପଡ଼ୋଶୀ ଅଞ୍ଚଳ,…

ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

୭ ନଭେମ୍ୱର ୨୦୨୪-ପ୍ରସ୍ତାବିତ ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ, ଗଜପତି,ରାୟଗଡା ଓ କୋରାପୁଟ ଜିଲ୍ଲା…

ଡିସେମ୍ବର ସୁଦ୍ଧା ଓଡ଼ିଶାରେ ସରକାରୀ ଶିକ୍ଷାନୁଷ୍ଠାନ ପାଇବେ ଜମି ପଟ୍ଟା

ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦିଆଯିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ | ଆଜି ଅତିରିକ୍ତ ମୁଖ୍ଯ ଶାସନ ସଚିବ ଏବଂ ଅନ୍ଯ ବିଭାଗର ସଚିବଙ୍କ ସମେତ ରାଜସ୍ୱ ଓ ବ୍ଯୟ ପରିଚାଳନା ବିଭାଗର…

ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ- ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ(Sensitization) କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ…

ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା

ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ହାଇକୋର୍ଟ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି…

ବଲାଙ୍ଗୀର ରେ ଯୋଗାଣ ଅଧିକାରୀ ଦ୍ୱାରା ବିଧବା ମହିଳା ଙ୍କ ବଳାତ୍କାର

ଏକ ନିନ୍ଦନୀୟ ଘଟଣାରେ, ବଲାଙ୍ଗିରର ଆଗଲପୁର ପୋଲିସ ଷ୍ଟେସନର ବୁଦୁଲା ଗ୍ରାମ ପଞ୍ଚାୟତ ଠାରେ ଜଣେ ଯୋଗାଣ ସହାୟକ ଜଣେ ବିଧବା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦାବି କରିଛନ୍ତି ଯେ ଅଭିଯୁକ୍ତ ଗିରିଶ ଚନ୍ଦ୍ର ସାହୁ…