ତାଜା ଖବର ରାଜ୍ୟ ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ November 7, 2024 Papi Jena ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ସୂଚନା ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସରି…
ତାଜା ଖବର ଦେଶ ରାଜନୀତି ବିଧାନସଭାରେ ଧାରା ୩୭୦ ବ୍ୟାନର ପ୍ରଦର୍ଶନକୁ ନେଇ ହାତାହାତି ହେଲେ ଏକାଧିକ ଦଳର ବିଧାୟକ November 7, 2024 Papi Jena ୩୭୦ ଧାରା ଉଚ୍ଛେଦ ହେବା ପରେ ଦୀର୍ଘ ୬ ବର୍ଷ ପରେ ଜମ୍ମୁ କଶ୍ମୀର ବିଧାନସଭାରେ ଗତ ସେମାବାର ଠାରୁ ୫ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ଆଜି ଜମ୍ମୁ-କଶ୍ମୀରରେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ଦେଖିବାକୁ…
ତାଜା ଖବର ରାଜ୍ୟ ଚାରି ଧାମକୁ ଯାତ୍ରା ପାଇଁ ଓଡ଼ିଶାରୁ ଚାଲିବ ସ୍ୱତନ୍ତ୍ର ବସ November 7, 2024 Papi Jena ଏବେ ସହଜରେ ଓଡ଼ିଶା ବାସୀ କରିପାରିବେ ଚାରି ଧାମକୁ ଯାତ୍ରା । ଗୋଟିଏ ବସରେ ବସି ଶ୍ରଦ୍ଧାଳୁମାନେ ଚାରି ଧାମ ଦର୍ଶନ କରିପାରିବେ ରାଜ୍ୟବାସୀ। ପୁରୀରୁ ଅଯୋଧ୍ୟା,ତିରୁପତି,ମଥୁରା ଓ ବୃନ୍ଦାବନ ଭଳି ରାଜ୍ୟ ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରକୁ ସ୍ୱତନ୍ତ୍ର ବସ୍…
ତାଜା ଖବର ରାଜନୀତି ରାଜ୍ୟ ଟାକୁଆ ପରେ ଉଠିଲାଣି ମିଲର୍ସଙ୍କୁ ଟଙ୍କା ମଗା ଅଭିଯୋଗ; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କଲା ବିଜଦ November 7, 2024 Papi Jena କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାଟି ଭାଜପା ସରକାର ସକାଶେ କଳାଦାଗ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ଏହି…
ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କୁ ବିଜୁ -ଗୀତାଙ୍କଠାରୁ ପସନ୍ଦ ପାଣ୍ଡିଆନ November 7, 2024 Papi Jena ୨୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ଦେଖନ୍ତି ନିର୍ଭୟ ଗୁମର କଥା । ଏବେର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁମର କଥା ଦେଖୁଥିବା ସ୍ୱୀକାର କରିସାରିଛନ୍ତି । ତେବେ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପ୍ରଥମ ଥର…
ରାଜ୍ୟ କେଉଁଝର କଲେଜ ରାଗିଂ ଘଟଣା ରେ ୫ ଛାତ୍ର ଗିରଫ November 6, 2024 Sitaram Senapati କେଉଁଝର ସରକାରୀ ଇଞ୍ଜିନିୟରିଙ୍ଗ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗରେ ବୁଧବାର ଦିନ କେଉଁଝର ଟାଉନ ପୋଲିସ ପାଞ୍ଚ ଜଣ ଛାତ୍ରଙ୍କୁ ଅଟକ ରଖିଛି।ଗିରଫ ହୋଇଥିବା ଛାତ୍ରମାନଙ୍କୁ କଲେଜ ପ୍ରଶାସନ ଦ୍ୱାରା ଏକ ବର୍ଷ ପାଇଁ କଲେଜରୁ ନିଲମ୍ବିତ…
ତାଜା ଖବର ରାଜନୀତି ରାଜ୍ୟ ଚୋରି ଘଟଣା କୁ ନେଇ ତାରାତାରିଣୀ ମନ୍ଦିର କୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପଠାଇଲା ବିଜେଡି November 6, 2024 Papi Jena ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦୈବୀପୀଠ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା ନେଇ ବିଜୁ ଜନତା ଦଳ ରାଜ୍ୟସରକାରଙ୍କ ଉପରେ ବର୍ଷିଛି | ଏହା ଘଟଣା ସ୍ଥଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଛି । ବିଜୁ ଜନତା ଦଳର ସଭାପତି ନବୀନ…
ତାଜା ଖବର ରାଜନୀତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 6, 2024 Papi Jena ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ…
ତାଜା ଖବର ରାଜ୍ୟ ୨୦୨୭ ଶେଷ ସୁଦ୍ଧା ସରିବ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ କାମ November 6, 2024 Papi Jena ବହୁତ ଶୀଘ୍ର ରାଜ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍ । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ। ସେ କହିଛନ୍ତି ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱରରେ ସରିବ ମେଟ୍ରୋ ପ୍ରକଳ୍ପ କାମ। ଏହି ପ୍ରକଳ୍ପ ପାଇଁ…
ରାଜ୍ୟ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ୨୦୨୩ ଡିସେମ୍ବର ୧୫ରେ ଅନୁଷ୍ଠିତ ହେବାର ସମ୍ଭାବନା November 6, 2024 Sitaram Senapati ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ବୁଧବାର ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ପାଇଁ ସମ୍ଭାବ୍ଯ ତାରିଖ ଘୋଷଣା କରିଛି। ନୋଟିସ ଅନୁଯାୟୀ , ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ଡିସେମ୍ବର ୧୫,୨୦୨୪ ରବିବାର ଦିନ ଧାର୍ଯ୍ୟ କରାଯାଇଛି |ଓପିଏସସି ଏକ…