Month: November 2024

ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି ସରକାରଙ୍କୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି: ବିଜେପି

ବିଜେପି କହିଛି ଯେ ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ବିଜେପି ସରକାରକୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ଏନେଇ ବିଭିନ୍ନ…

ସ୍ୱାସ୍ଥ୍ୟ ବୀମା ଲାଗୁ ପାଇଁ ମିଳିତ କର୍ମଚାରୀ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ଠାରେ ଥିବା କାର୍ଯ୍ୟାଳୟରେ ଓଡ଼ିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସଂଗଠନର ରାଜ୍ୟ ନେତୃବୃନ୍ଦ ମାନଙ୍କ ମଧ୍ୟରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାସଂଘର ଆବାହକ ବିଜୟ…

ବାଲିଯାତ୍ରା ଓ ଅସୀମା ପଣ୍ଡା ବିବାଦ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ

ବାଲିଯାତ୍ରା ପଡିଆରେ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ କୁ ଅଧାରେ ବନ୍ଦ କରିବା ଘଟଣା କୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଜିଲ୍ଲାପାଳ | ଯେପରି ଏହି ଘଟଣାର ପୁନରାବୃତ୍ତି ନ ହେବ ତାହାକୁ ଗୁରୁତ୍ବ ଦେବା ପାଇଁ ପୋଲିସ କମିଶନର ଙ୍କ…

ଭୁବନେଶ୍ୱର ବୈକୁଣ୍ଠ ଧାମ ଆଶ୍ରମ ରେ ଉତ୍ତେଜନା : ଲୁଚି ପଳାଇଲେ କୁନି ବାବା

ଶିଶୁ କଲ୍ୟାଣ କମିଟି ରବିବାର ଦିନ ଜଣେ ବ୍ଯକ୍ତିଙ୍କ ବିରୋଧରେ ସ୍ୱତଃପ୍ରବୃତ ମକଦ୍ଦମା ଦାୟର କରି ଅଭିଯୋଗ କରିଛି ଯେ ସେ ତାଙ୍କ ପୁଅକୁ କଲ୍କି ଅବତାର କିମ୍ବା ଭଗବାନ ବିଷ୍ଣୁଙ୍କ ପୁନର୍ଜନ୍ମ ଭାବରେ ଉପସ୍ଥାପିତ କରିଛନ୍ତି। ଏହି ଘଟଣା ଉପରେ…

ଓଡିଶା ଆସିବେ ଆଇଏଏସ ଅଧିକାରୀ ମନୋଜ ସାହୁ

ବର୍ତ୍ତମାନ ଉପ ନିର୍ବାଚନ କମିଶନର ଭାବେ କାର୍ଯ୍ଯ କରୁଥିବା ମନୋଜ କୁମାର ସାହୁଙ୍କୁ ନିଜ ରାଜ୍ଯ ଓଡ଼ିଶାରେ କାର୍ଯ୍ଯ କରିବା ପାଇଁ ଆନ୍ତଃ କ୍ୟାଡର ପ୍ରତିନିଯୁକ୍ତି ପ୍ରଦାନ କରାଯାଇଛି। ୨୦୦୬ ବ୍ୟାଚ ଆଇଏଏସ୍ ମନୋଜ ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ…

ଓଡିଶା ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର

ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ଆନୁକୁଲ୍ୟରେ ଗତ କାଲି ଓଡିଆ ଭାଷା ସୁରକ୍ଷା ଓ ସମୃଦ୍ଧି ବିଷୟରେ ଏକ ଆଲୋଚନା ଚକ୍ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ…

ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗହଲୋତ ଙ୍କ ମନ୍ତ୍ରୀ ପଦ ରୁ ଇସ୍ତଫା, ଛାଡିଲେ ଆମ ଆଦମୀ ପାର୍ଟି(AAP)

ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଆମ୍ ଆଦମୀ ପାର୍ଟି ପାଇଁ ଏକ ବଡ଼ କ୍ଷତି, ବରିଷ୍ଠ ମନ୍ତ୍ରୀ ତଥା ଦୀର୍ଘ ଦିନର ଦଳର ନେତା କୈଳାସ ଗହଲୋତ ଇସ୍ତଫା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ସେ ବିଜେପିରେ ଯୋଗଦେବାକୁ…

ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ନାଇଜେରିଆ ର GCON ପୁରସ୍କାର ସମ୍ମାନ

ନାଇଜେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର (ଜିସିଓଏନ) ପ୍ରଦାନ କରିବାକୁ ଯାଉଛି , ଯାହା ତାଙ୍କୁ ୧୯୬୯ ରେ ରାଣୀ ଏଲିଜାବେଥଙ୍କ ପରେ ଏହି ସମ୍ମାନ ଗ୍ରହଣ କରିବାରେ ଦ୍ୱିତୀୟ ବିଦେଶୀ…

ଓଡିଶା ର ସାମ୍ବାଦିକ ଙ୍କୁ ପେନସନ ଦିଆଯାଉ : ରାଜ୍ୟପାଳ ରଘୁବର ଦାସ

ବଦଳୁଛି ସାମ୍ବାଦିକସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକତାର ଗତି ଓ ଧାରା ବଦଳିବାରେ ଲାଗିଛି । ମୁଦ୍ରଣ ମାଧ୍ଯମ ସହିତ ବୈଦ୍ୟୁତିକ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ପରିବର୍ତନ ଘଟିବାରେ ଲାଗିଛି । ଓଡ଼ିଶାରେ ସାମ୍ବାଦିକତାର ଏଭଳି ପରିବର୍ତ୍ତନ ଆସି ସାରିଛି । ବଦଳୁଥିବା…

କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ବାଟବଣା, ଋଣ ଯନ୍ତା ରେ ବେକାର ଯୁବକ ଯୁବତୀ

ବେକାରୀ ସମସ୍ୟା ଦୂର କରିବା ପାଇଁ ବେକାର ଯୁବକ, ଯୁବତୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏସ୍ଏସ୍ଏମ୍ଇ ଓ ପିଏମ୍‌ଇଜିପି ମାଧ୍ଯମରେ ବେକାର ଯୁବତୀ ଯୁବକଙ୍କ ପାଇଁ…