Day: 8 November 2024

ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ବାସଭବନ କୁ ଛାତ୍ର କଂଗ୍ରେସ ର ଅଣ୍ଡାମାଡ଼

ଭାରତୀଯୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ଓଡ଼ିଶାର ସଦସ୍ଯମାନେ ସୋମବାର ଅଭିଯୋଗ କରିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗ ଆଡମିଶନ ନିୟମ ଉଲଂଘନ କରିଛି ଏବଂ ଚଳିତ ବର୍ଷ ଜଣେ ଛାତ୍ରଙ୍କୁ ଆଡମିଶନ ଦେବାକୁ…

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଟଙ୍କା

ଏଣିକି ସ୍କୁଲ ଶିକ୍ଷକଙ୍କ ଘର ପାଇଁ ଟଙ୍କା ଦେବେ ସରକାର । ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ; ବିପୁଳ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁକଶ୍ମୀରରେ ଏନକାଉଣ୍ଟର। ଜମ୍ମୁ-କାଶ୍ମୀର ସୋପୋରରେ ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପୋରରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ଚାଲିଥିଲା ଅପରେସନ୍ । ତେବେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଅନେର…

ଜମ୍ମୁ-କାଶ୍ମୀରରେ ଓଡ଼ିଆ ଯବାନ ଶହୀଦ

ଜମ୍ମୁ କାଶ୍ମୀରରେ ଜଣେ ଓଡିଆ ଯବାନଙ୍କ ମୃତ୍ୟୁ ଘଟିଛି। ଶହୀଦ ଯବାନ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ଜାମପଡ଼ା ଗାଁ’ର କାଶୀ ବଛାଙ୍କ କନିଷ୍ଠ ପୁତ୍ର ଚକ୍ରଧର ବଛା । ଦୀର୍ଘ ସେ ଜମ୍ମୁ କାଶ୍ମୀର ବୋର୍ଡରରେ…

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଝଟକା; ବିଜେଡି ଛାଡ଼ି ବିଜେପିରେ ମିଶିଲେ ୧୮ ସରପଞ୍ଚ ଓ ନାଏବ ସରପଞ୍ଚ

ସମ୍ବଲପୂର ଜିଲ୍ଲାର ବିଜଦ ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ । ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜଦ ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇ ଥର ଜିତିଥିଲେ। ଗତ ନିର୍ବାଚନରେ ଏଠାରେ ରୋହିତଙ୍କୁ ବଦଳରେ…

ତହସିଲ ଓ ସବରେଜିଷ୍ଟ୍ରାର ଅଫିସରେ ରହିବ ରେଜିଷ୍ଟର, ଆଗନ୍ତୁକ ଦେଇପାରିବେ ନିଜର ମତାମତ: ରାଜସ୍ୱ ମନ୍ତ୍ରୀ

ଏଣିକି ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ଦେବାକୁ ରହିବା ରେଜିଷ୍ଟର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ଲୋକସେବା ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ…

ଗୋ ନବରାତ୍ର ମହୋତ୍ସବ; ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ପୁରୀରେ ଗୋ-ନବରାତ୍ର ମହୋତ୍ସବ ଅନୁଷ୍ଠିତ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି…

ଟିଡିସିସି ଓ ଯୋଗାଣ ବିଭାଗ ଅଧିକାରୀ ବିକିଦେଲେ ୧୦ ହଜାର କୁଇଣ୍ଟାଲ ମାଣ୍ଡିଆ !

ଚର୍ଚ୍ଚାରେ କନ୍ଧମାଳ ଆମ୍ବ ଟାକୁଆ ଜାଉ ବିବାଦ । ଘଟଣାର ସପ୍ତାହ ପରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ । ୧୨ ବର୍ଷର ତପସ୍ୟା ଶୁଖୁଆପୋଡାରେ ଗଲା ବୋଲି କହିଛନ୍ତି । କିନ୍ତୁ ଏବେ କନ୍ଧମାଳରେ ମାଣ୍ଡିଆ…