Month: October 2024

ହରିୟାଣା ହାରିଲା କଂଗ୍ରେସ, ବିଳାପ କରିବ ବିଜେଡି

ହରିୟାଣା ନିର୍ବାଚନ ଫଳ କଂଗ୍ରେସକୁ ଜାତୀୟସ୍ତରରେ ବଡ଼ ଧକ୍କା ଦେଇଛି। କିନ୍ତୁ ଓଡ଼ିଶାରେ କଂଗ୍ରେସ ଅପେକ୍ଷା ବିଜୁ ଜନତା ଦଳର ନେତାମାନେ ଏବେ ବିଳାପ କରିବା ଅବସ୍ଥାକୁ ଆସିଯାଇଛନ୍ତି । ପୂର୍ବ ଶାସକ ଦଳର ନେତାମାନେ ଧରି ନେଇଥିଲେ ଯେ ହରିୟାଣାରେ…

ଆର୍‌ଏସ୍ଏସ୍ ପଲଟିଦେଲା ବାଜି; ହରିୟାଣାରେ ଜିତିଗଲା ବିଜେପି 

ଏକଜିଟ୍ ପୋଲର ଆକଳନ ସମ୍ନାକୁ ଆସିବା ପରେ କେହି ବି କଳ୍ପନା କରିନଥିଲେ ଯେ ହରିଆଣାରେ ବାଜିମାତ କରିବ ଭାରତୀୟ ଜନତା ପାର୍ଟି । ଏପରିକି ଏକଜିଟ୍ ପୋଲ ମଧ୍ୟ ବିଜେପି ହରିଆଣା ଆସନ ହରାଉଥିବା ଦର୍ଶାଇଥିବା ବେଳେ ଏକଜିଟ୍ ପୋଲ…

ଖୁବ୍‌ଶୀଘ୍ର ବାରିପଦାରେ ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ

ଖୁବ୍‌ଶୀଘ୍ର ବାରିପଦାରେ କଳାବାଘ ସଫାରୀ ଆରମ୍ଭ ହେବା ନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସେ କହିଛନ୍ତି କଳା ବାଘ ସଫାରୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସିଜେଡଏ ଠାରୁ ଅନୁମତି ମିଳିଛି, ସୁପ୍ରିମକୋର୍ଟଙ୍କ ଅନୁମତିକୁ…

କଟକ ଦୁର୍ଗାପୂଜାରେ ମୁତୟନ ହେବେ ୬୫ ପ୍ଲାଟୁନ୍ ଫୋର୍ସ

ଦୁର୍ଗା ପୂଜା ମାହୋଲରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କଟକ ଦୁର୍ଗାପୂଜାରେ ମୁତୟନ ହେବେ ୬୫ ପ୍ଲାଟୁନ୍ ଫୋର୍ସ ।ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି କଟକ ଦୁର୍ଗାପୂଜାରେ ପାଇଁ ୫ ଏଡିସିପି, ୨୫…

ବିଜେପିର Missed Call ସଦସ୍ୟତା ଅଭିଯାନରୁ ବହୁତ ଉର୍ଦ୍ଧ୍ବରେ ବିଜେଡି: ନବୀନ ପଟ୍ଟନାୟକ

ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶ ବିଜୁ ଜନତା ଦଳ, ଆଜିଠାରୁ, ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ । ଦଳ ସଭାପତି…

ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ ଆରମ୍ଭ: ଏବେ ବି ବିଜେଡି ଓଡ଼ିଶାର ନମ୍ବର ୱାନ୍‌ ଦଳ ବୋଲି କହିଲେ ନବୀନ

ଆଜିଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶଙ୍ଖ ଭବନରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୨ ମାସ ଯାଏଁ ଚାଲିବ…

ଚୋରାରେ ଚାଲିଛି ବାଲି ଚାଲାଣ ଓ ପାହାଡ଼ରୁ ପଥରକଟା ପରିବେଶ ପ୍ରତି ବିପଦ

ପରିବେଶ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉ ଥିଲେ ମଧ୍ୟ ପ୍ରାକୃତିକ ସମ୍ପଦକୁ ନଷ୍ଟ କରିବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟକ୍ତି। ରାୟଗଡ଼ା ଜିଲ୍ଲାରେ ଥିବା ନଦୀ ଗର୍ଭରୁ ବାଲି ସରିବାକୁ…

ଆସିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା

ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା। ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ଆକାଉଣ୍ଟକୁ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିବା…

କ୍ରମାଗତ ୧୦ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

କ୍ରମାଗତ ଦଶମ ଥର ପାଇଁ ରେପୋ ରେଟ୍‌ରେ ଅପରିବର୍ତ୍ତନ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆରବିଆଇର ମୁଦ୍ରାନୀତି କମିଟି ରେପୋ ରେଟ୍‌ରେ ଆଉ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ…

ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଧନେଶ୍ୱର ମାଝୀଙ୍କର ପରଲୋକ ଘଟିଛି । ୮୪ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା…