Month: October 2024

ଖୁବଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ‘ଓଡିଶା ଏକ ଶିଳ୍ପ ହବ’ରେ ପରିଣତ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ଆଜି ନୂଆ ଦିଲ୍ଲୀରେ ଆମ୍ବସାଡର୍ ମିଟ ପରେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ନିମନ୍ତେ ନିବେଶକଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଓଡ଼ିଶାରେ ଶିଳ୍ପ ବାତାବରଣ, ପୁଞ୍ଜିବିନିଯୋଗକୁ ନେଇ…

ବିଜେଡି ଦଳକୁ ଭାଙ୍ଗିବାକୁ ପଡ଼ିବନି ସେ ଆପେ ଆପେ ଭାଙ୍ଗିଯିବ: ସନାତନ ବିଜୁଳି

ବିଜେଡ଼ି ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ରାଜ୍ୟ ରାଜନୀତିର ଚର୍ଚ୍ଚା ଏବେ ବେଶ ସରଗରମ ହେବାକୁ ଲାଗିଛି । ଦୁଇ ଦଳରେ ନେତାଙ୍କ ମଧ୍ୟରେ ଦିନକୁ ଦିନ ବିଭିନ୍ନ ମତରେ ଜୋର ସୋରରେ ବୟାନ ବାଜି ଜାରି ରହିଥିବା…

ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର

ଆଜି ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ୨୦୧୪ ବ୍ୟାଚ୍ ଆଇପିଏସ୍‌ ପ୍ରତୀକ ସିଂଙ୍କ ଭୁବନେଶ୍ବଵରରୁ ଦଳି…

୮୦୦ ଟଙ୍କା ବୋନସ ଦେଇ ଲୋକଙ୍କଠୁ ଧାନ କିଣିବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ

ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପ୍ରକ୍ରିୟାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ସୋହେଲାରୁ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର । ଯେଉଁ ସୋହେଲାରେ ବିଜେଡି ୧୦୦…

ଯାଜପୁରରେ ହେବନାହିଁ ଉପନିର୍ବାଚନ; ସ୍ପଷ୍ଟ କଲେ ବିଧାୟିକା ସୁଜାତା ସାହୁ

ଗତକାଲି ଯାଜପୁରର ସଭ୍ୟ ସଂଗ୍ରହ ସଭାରେ ପ୍ରଣବ ପ୍ରକାଶ ଦାସ କହିଥିବା ନିର୍ବାଚନ ଲଢିବା ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ସ୍ପଷ୍ଟିକରଣ ରଖିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ । ସେ କହିଛନ୍ତି ମୋର…

ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଆଜି ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି । ପ୍ରକାଶିତ ପ୍ରଥମ ଚିତାବାଘ ଜନଗଣନା ରିପୋର୍ଟରୁ ଜଣାପଡିଛି ଯେ ଓଡିଶାରେ ୬୯୬ ଟି କଲରାପତରିଆ ବାଘ ରହିଛି। ଏହି ବାଘ ଗଣନା ଓଡିଶା ବନ ବିଭାଗ ଦ୍ୱାରା…

ପୋଲିସ ସେବାରୁ ବରଖାସ୍ତ ହେଲେ ସ୍ବର୍ଗତ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମିତ୍ରଭାନୁ

ପୁର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ମିତ୍ରଭାନୁ ଦେଓଙ୍କୁ ପୋଲିସ ସେବାରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ତାଙ୍କ ପିଏସଓଙ୍କୁ ସସପେଣ୍ଡ କରିଥିଲେ ଝାରସୁଗୁଡ଼ା ଏସପି। ନିଜ…

ବିଜେପି ରାଜ୍ୟ ସଭାପତିଙ୍କୁ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଧାୟକ ବଦ୍ରିନାରାୟଣ ପାତ୍ର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଶ୍ରୀ ସାମଲଙ୍କୁ କଡ଼ା ସମାଲୋଚନା କରିବା ସହ କଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି କହିଛନ୍ତି। ଖାଲିରେ ବୟାନବାଜି କରି…

ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡିର ସମନ

ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ (ଏଚସିଏ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ କରିଛି। ପୂର୍ବରୁ ଏଚସିଏର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଆଝାରୁଦ୍ଦିନଙ୍କ ଉପରେ…

ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି।ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ…